• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Odisha News: 'କୋଟିଆ ଉପରେ ନଜର ରଖିବେ ଜିଲ୍ଲାପାଳ ଓ ଏସପି'

Odisha News: 'କୋଟିଆ ଉପରେ ନଜର ରଖିବେ ଜିଲ୍ଲାପାଳ ଓ ଏସପି'

Odisha News: ଛିଡୁନି କୋଟିଆ ସୀମା ବିବାଦ। ଆନ୍ଧ୍ର କୋଟିଆରେ ନିର୍ବାଚନ ଘୋଷଣା କରିବା ପରେ ସରଗରମ୍ ରହିଛି ରାଜ୍ୟ ରାଜନୀତି। ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧି। ଏପରିକି ସୋମବାର ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୋଟିଆ ସୁରକ୍ଷା ନେଇ ଏକ ଚିଠି ଲେଖିଥିଲେ।

Written ByNarmada BeheraEdited ByNarmada Behera
Published: Oct 20, 2026, 09:16 PM IST|Updated: Oct 20, 2026, 09:18 PM IST
joinshare
Odisha News: 'କୋଟିଆ ଉପରେ ନଜର ରଖିବେ ଜିଲ୍ଲାପାଳ ଓ ଏସପି'
Image Credit: 'କୋଟିଆ ଉପରେ ନଜର ରଖିବେ ଜିଲ୍ଲାପାଳ ଓ ଏସପି'

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha News: ଛିଡୁନି କୋଟିଆ ସୀମା ବିବାଦ। ଆନ୍ଧ୍ର କୋଟିଆରେ ନିର୍ବାଚନ ଘୋଷଣା କରିବା ପରେ ସରଗରମ୍ ରହିଛି ରାଜ୍ୟ ରାଜନୀତି।  ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧି। ଏପରିକି ସୋମବାର  ବିରୋଧି ଦଳ ନେତା  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୋଟିଆ ସୁରକ୍ଷା ନେଇ ଏକ ଚିଠି ଲେଖିଥିଲେ। ତେବେ, ଏହାରି ଭିତରେ କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା କରିଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଆଜି ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।  ବୈଠକରେ କୋରାପୁଟ୍ ଜିଲ୍ଲାପାଳ ,ଏସପି ,ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଏବଂ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ। ଏହି ବୈଠକରେ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ।

    ALSO READ: Weather Update: ଅକ୍ଟୋବର ଶେଷରେ ଲଘୁଚାପ! ଭୀଷଣ ବର୍ଷାକୁ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

    ସେ କହିଛନ୍ତି କୋଟିଆ ଉପରେ ଏବେ, କୋରାପୁଟ ଜିଲ୍ଲାପାଳ ଓ ଏସପି ତିକ୍ଷ୍ମ ନଜର ରଖିବେ।  ଏବଂ ସେଠାରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ପ୍ରତ୍ୟେକ ଦିନର ଖବର ଜାଣିବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ । ୨୦୨୨ ଠାରୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ,କୋଟିଆ ଓଡି଼ଶାର  ଅବିଚ୍ଛେଦ୍ୟ ଅଙ୍ଗ। ସେଠାରେ ଆନ୍ଧ୍ରର କୌଣସି ପ୍ରକାର ଅନୁପ୍ରବେଶ ଓ ନିର୍ବାଚନକୁ ବରଦାସ୍ତ କରାଯିବ ନାହିଁ। ଏ-ନେଇ ଆନ୍ଧ୍ର ରଚୁଥିବା ଷଡଯନ୍ତ୍ର ବିରୋଧରେ ଦୃଢ ମୁକାବିଲା କରିବା ପାଇଁ  ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି। 
     

    Add Zee News as a Preferred Source
    TAGS:
    Odia News