SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Sundargarh News:ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର

Sundargarh News: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା ହେବା ହୋଇଛି। ଯାହା ଫଳରେ ଟ୍ରକ ସହିତ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର। ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଡ୍ରାଇଭର । ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ। ଡ୍ରାଇଭର ମାନେ ବିହାର ଅଂଚଳ ର ହୋଇଥିବା ସୂଚନାମିଳିଛି।

Reported By Ajaya Kumar Nath Written By Narmada Behera
Published: Oct 25, 2026, 11:59 AM IST | Updated: Oct 25, 2026, 12:01 PM IST
Image Credit: Sundargarh News:ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର
Join

Sundargarh News: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା ହେବା ହୋଇଛି। ଯାହା ଫଳରେ ଟ୍ରକ ସହିତ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର। ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଡ୍ରାଇଭର । ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ। ଡ୍ରାଇଭର ମାନେ ବିହାର ଅଂଚଳ ର ହୋଇଥିବା ସୂଚନାମିଳିଛି।

ALSO READ: Flight Service: ଭୁବନେଶ୍ବରରୁ ଦୁବାଇ ପୁଣି ବିମାନ ସେବା ହେବ ଆରମ୍ଭ, ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍

ସୂଚନା ଅନୁସାରେ, ସୁନ୍ଦରଗଡ଼ କୋଲ କରିଡର ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ଡ୍ରାଇଭର ବଞ୍ଚାଇବା କୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଏତେ ଜୋର ରେ ଥିଲା ଯେ ଡ୍ରାଇଭର ଙ୍କୁ ବଞ୍ଚାଇବା ସମ୍ଭବପର ନ ଥିଲା । ଘଟଣାସ୍ଥଳରେ ହିଁ ଜୀଅନ୍ତା ଜଳି ମରିଗଲେ ଦୁଇ ଡ୍ରାଇଭର । ପରବର୍ତ୍ତୀ ସମୟରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଲେଫ୍ରିପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

 

Add Zee News as a Preferred Source
TAGS:

About the Author

Ajaya Kumar Nath
Read More

ZEENEWS TRENDING STORIES