• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Dhanu Yatra 2027: ଜାନୁଆରୀରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଜାଣନ୍ତୁ ତାରିଖ

Dhanu Yatra 2027: ଜାନୁଆରୀରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଜାଣନ୍ତୁ ତାରିଖ

କଂସ ଅଟ୍ଟହାସ୍ୟରେ କମ୍ପିବ ପୂରା ବରଗଡ଼। ମୁକ୍ତାକାଶ ରଙ୍ଗମଂଚରେ କଳା ପ୍ରଦର୍ଶନ କରିବେ କଳାକାର। କାହିଁକିନା ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରୁ ୨୨ ଯାଏଁ ଚାଲିବ ଧନୁଯାତ୍ରା। ଏ-ନେଇ ଧନୁଯାତ୍ରା ପ୍ରସ୍ତୁତି କମିଟି ପକ୍ଷରୁ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦେଇଛନ୍ତି।

Written ByNarmada BeheraEdited ByNarmada Behera
Published: Oct 13, 2026, 09:13 PM IST|Updated: Oct 13, 2026, 09:15 PM IST
joinshare
Dhanu Yatra 2027: ଜାନୁଆରୀରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଜାଣନ୍ତୁ ତାରିଖ
Image Credit: ଜାନୁଆରୀରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଜାଣନ୍ତୁ ତାରିଖ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Dhanu Yatra 2027: କଂସ ଅଟ୍ଟହାସ୍ୟରେ କମ୍ପିବ ପୂରା ବରଗଡ଼। ମୁକ୍ତାକାଶ ରଙ୍ଗମଂଚରେ କଳା ପ୍ରଦର୍ଶନ କରିବେ କଳାକାର।  କାହିଁକିନା ଆସନ୍ତା ବର୍ଷ  ଜାନୁଆରୀ ୧୨ ତାରିଖରୁ ୨୨ ଯାଏଁ ଚାଲିବ ଧନୁଯାତ୍ରା। ଏ-ନେଇ ଧନୁଯାତ୍ରା ପ୍ରସ୍ତୁତି କମିଟି ପକ୍ଷରୁ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିସ୍ପତ୍ତି ନିଆଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଂସ ଚରିତ୍ର ପାଇଁ କଳାକାର ଚୟନ ଲାଗି ବି ପ୍ରକ୍ରିୟା ଆରମ୍ଭ ହେବ। ଏଥର କିଏ ହେବ କଂସ। କାହାକୁ ମିଳିବ ଏ ଚରିତ୍ର। ତାହାକୁ ନେଇ ସସପେନ୍ସ ଏବେଠୁ ବଢି ଚାଲିଛି।

    ଧନୁଯାତ୍ରାର ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି  ହାଟପଦାରେ ସ୍ଥାପିତ ବିଶାଳ କଂସ ଦରବାର। ଏହି ଭବ୍ୟ ମଞ୍ଚଟି ପ୍ରାୟ ୭୦ ଫୁଟ ଉଚ୍ଚ ଏବଂ ୧୨୦ ଫୁଟ ଚଉଡ଼ାର ଏକ ବିଶାଳ ମଞ୍ଚ। ଏଠାରେ ରାଜା କଂସ କୃଷ୍ଣକୁ ମାରିବାକୁ ପାଞ୍ଚିଥାନ୍ତି ଯୋଜନା । ସୂଚନା ଅନୁସାରେ, ବରଗଡ଼ ଧନୁଯାତ୍ରାର ବିଶ୍ବଦରବାରରେ ନାଁ କମେଇଛି। ଏହାର ରହିଛି ସ୍ବତନ୍ତ୍ର ଗାରିମା। ଏହି ଧନୁଯାତ୍ରା ପାଇଁ ପୂରା ବରଗଡ଼ ସହର ମଧୁରା ପାଲଟିଥିବା ବେଳେ ଅମ୍ବାପାଲି ଗାଁ ହୁଏ ଗୋପପୁର। ପ୍ରଭୁ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ଦେଖିବାକୁ ମିଳିଥାଏ। ଏହି ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ।

     

    Add Zee News as a Preferred Source
    TAGS:
    Odia News