• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଭୁବନେଶ୍ୱର
  • /Bhubaneswar News: ଦୁର୍ଗା ପୂଜା ସମୟରେ ଟ୍ରାଫିକ୍ ପରିଚାଳନା, ଭୁବନେଶ୍ବରକୁ ଜଗିବେ ୭୩ ଜଣ ଅଧିକାରୀ ଓ ୧୫ ପ୍ଲାଟୁନ୍ ଫୋର୍ସ

Bhubaneswar News: ଦୁର୍ଗା ପୂଜା ସମୟରେ ଟ୍ରାଫିକ୍ ପରିଚାଳନା, ଭୁବନେଶ୍ବରକୁ ଜଗିବେ ୭୩ ଜଣ ଅଧିକାରୀ ଓ ୧୫ ପ୍ଲାଟୁନ୍ ଫୋର୍ସ

Bhubaneswar News: ଆରମ୍ଭ ହୋଇ ଯାଇଛି ପାର୍ବଣ। ଏନେଇ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ମାଷ୍ଟର ପ୍ଲାନ୍। ଏନେଇ ଟ୍ରାଫିକ୍ ଏସପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଗା ପୂଜାରେ ଆଜିଠାରୁ ୨୨ ତାରିଖ ଯାଏଁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭୩ ଅଧିକାରୀ ଓ ୧୫ ଜଣ ସୁରକ୍ଷା କର୍ମୀଙ୍କୁ ମୃତୟନ କରାଯାଇଛି।

Written ByNarmada BeheraEdited BySoubhagya Ranjan Mishra
Published: Oct 16, 2026, 07:09 PM IST|Updated: Oct 16, 2026, 07:11 PM IST
joinshare
Bhubaneswar News:  ଦୁର୍ଗା ପୂଜା ସମୟରେ ଟ୍ରାଫିକ୍ ପରିଚାଳନା, ଭୁବନେଶ୍ବରକୁ ଜଗିବେ ୭୩ ଜଣ ଅଧିକାରୀ ଓ ୧୫ ପ୍ଲାଟୁନ୍ ଫୋର୍ସ
Image Credit: Bhubaneswar News: ଦୁର୍ଗା ପୂଜା ସମୟରେ ଟ୍ରାଫିକ୍ ପରିଚାଳନା, ଭୁବନେଶ୍ବରକୁ ଜଗିବେ ୭୩ ଜଣ ଅଧିକାରୀ ଓ ୧୫ ପ୍ଲାଟୁନ୍ ଫୋର୍ସ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Bhubaneswar News: ଆରମ୍ଭ ହୋଇ ଯାଇଛି ପାର୍ବଣ। ଏନେଇ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ମାଷ୍ଟର ପ୍ଲାନ୍। ଏନେଇ ଟ୍ରାଫିକ୍ ଏସପି ଉମାକାନ୍ତ  ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଗା ପୂଜାରେ ଆଜିଠାରୁ ୨୨ ତାରିଖ ଯାଏଁ  ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭୩ ଅଧିକାରୀ ଓ ୧୫ ଜଣ ସୁରକ୍ଷା କର୍ମୀଙ୍କୁ ମୃତୟନ କରାଯାଇଛି। ଏସପି କହିଛନ୍ତି ଯେ,ଉତ୍ସବରେ ଏହା ଭିଡ଼ ନିୟନ୍ତ୍ରଣା କରିବାରେ ସାହାର୍ଯ୍ୟ କରିବ। ରାଜଧାନୀରେ ସଡ଼କ ଦୁର୍ଘଟଣା ରୋକିବା ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବଂ ସଚେତନତାକୁ ଜୋରଦାର୍ କରୁଛନ୍ତି। ଏବଂ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।  ବିଶେଷ କରି, ଏହି ସମୟରେ ମଦ୍ୟପାନ  କରି ଗାଡି଼ ଚଳାଇବାକୁ ବାରଣ କରୁଛନ୍ତି। ଏବଂ ଅତ୍ୟାଧିକ ସ୍ପିଡ୍ ରେ ଗାଡ଼ି ନ ଚଳାଇବା ପାଇଁ ବି କହିଛନ୍ତି। ବିଶେଷକରି, ସୁରକ୍ଷିତ ଏବଂ ଦାୟିତ୍ବବାନ୍ ହୋଇ ଗାଡ଼ି ଚଳାଇବାକୁ ବି ପରାମର୍ଶ ଦେଇଛନ୍ତି।

    ସେପଟେ, ୨୨ ତାରିଖ ଦିନ ଭସାଣୀ ଅନୁଷ୍ଠିତ ହେବ। ଏ-ନେଇ ବାଣୀ ବିହାରରୁ ରୂପାଲି ଛକ ରାସ୍ତାରେ କୌଣସି ଗାଡ଼ି ଚଳପ୍ରଚଳ କରିବ ନାହିଁ। ବିଶେଷକରି, ସେହିଦିନ ଗାଡି଼ ଚଳାଚଳର ରୁଟ୍ ପରିବର୍ତ୍ତନ ହୋଇଯିବ। ଖୋର୍ଦ୍ଧା ଆଡୁ ଆସୁଥିବା  ଭାରୀ ଜାନ ଫାୟାରଷ୍ଟେସନ୍ ଦେଇ ରସୁଲଗଡ଼ରେ ବାହାରିପାରିବ। କଟକ ପଟୁ ଗାଡ଼ି ଆସିଲେ, ଜୟଦେବ ବିହାର ଦେଇ ବାମ ମୋଡ଼ ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାଓ୍ବାର ହାଉସ୍ ଦେଇ ସିଆରପିଏଫ୍ ରେ ବାହାରିବ।

     

    Add Zee News as a Preferred Source
    TAGS:
    Odia News