• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ସମ୍ବଲପୁର
  • /NSCB କଲେଜରେ ଇଲେକ୍ସନ ବଦଳରେ ସିଲେକ୍ସନକୁ ନେଇ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ସମର୍ଥନରେ ଦୁଇ ନେତା

NSCB କଲେଜରେ ଇଲେକ୍ସନ ବଦଳରେ ସିଲେକ୍ସନକୁ ନେଇ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ସମର୍ଥନରେ ଦୁଇ ନେତା

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ପରେ ହଠାତ୍ ସିଲେକ୍ସନ ଘୋଷଣା କରାଯିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହା ମାଧ୍ୟମରେ ଏବିଭିପିକୁ ସମସ୍ତ ପଦବୀରେ ଏକପାଖିଆ ସୁଯୋଗ ଦେବାକୁ ଯୋଜନା ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସ୍ୱତନ୍ତ୍ର ପୁଷ୍ଟି ମିଳିନାହିଁ।

Reported ByAjaya Kumar NathEdited ByPriyambada Rana
Published: Oct 11, 2026, 09:52 AM IST|Updated: Oct 11, 2026, 09:54 AM IST
joinshare
NSCB କଲେଜରେ ଇଲେକ୍ସନ ବଦଳରେ ସିଲେକ୍ସନକୁ ନେଇ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ସମର୍ଥନରେ ଦୁଇ ନେତା
Image Credit: NSCB କଲେଜରେ ଇଲେକ୍ସନ ବଦଳରେ ସିଲେକ୍ସନକୁ ନେଇ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ସମର୍ଥନରେ ଦୁଇ ନେତା

About the Author

    Ajaya Kumar Nath

    Ajaya Kumar Nath

    Ajaya Kumar Nath
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ସମ୍ବଲପୁର: ଛାତ୍ର ସଂସଦ ନିର୍ବାଚନ ବଦଳରେ ସିଲେକ୍ସନ ପ୍ରକ୍ରିୟାକୁ ନେଇ ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ (NSCB) ମହାବିଦ୍ୟାଳୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ସମର୍ଥନରେ ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଳ ଓ ପୂର୍ବତନ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଧାରଣାରେ ସାମିଲ ହୋଇଥିବା ସୂଚନା ମିଳିଛି।

    ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ପରେ ହଠାତ୍ ସିଲେକ୍ସନ ଘୋଷଣା କରାଯିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହା ମାଧ୍ୟମରେ ଏବିଭିପିକୁ ସମସ୍ତ ପଦବୀରେ ଏକପାଖିଆ ସୁଯୋଗ ଦେବାକୁ ଯୋଜନା ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସ୍ୱତନ୍ତ୍ର ପୁଷ୍ଟି ମିଳିନାହିଁ।

    ନିର୍ବାଚନ ବଦଳରେ ସିଲେକ୍ସନକୁ ନେଇ NSCB କଲେଜରେ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ସମର୍ଥନରେ ରୋହିତ ପୂଜାରୀ ଓ ସୁଦର୍ଶନ ହରିପାଳ #NSCBCollege #OdishaNews #StudentElections #sambalpur https://t.co/4EjBf0l09a

    — ZEE Odisha News (@ZeeOdisha) October 11, 2026

    ସାଧାରଣତଃ ସିଲେକ୍ସନ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଉପସ୍ଥାନ, ଶିକ୍ଷାଗତ ପ୍ରଦର୍ଶନ ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ମାନଦଣ୍ଡକୁ ଆଧାର କରି ପ୍ରାର୍ଥୀ ଚୟନ କରାଯାଏ। କିନ୍ତୁ ନିର୍ବାଚନ ପାଇଁ ନାମାଙ୍କନ ପରେ ସିଲେକ୍ସନ ଘୋଷଣା କରାଯିବାକୁ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରକ୍ରିୟାର ସ୍ୱଚ୍ଛତା ଓ ନିଷ୍ପତ୍ତି ପଛରେ ଥିବା କାରଣ ସମ୍ପର୍କରେ ସେମାନେ ସ୍ପଷ୍ଟୀକରଣ ଦାବି କରିଛନ୍ତି।

    ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ବଢ଼ିଥିବା ବେଳେ ସୁଦର୍ଶନ ହରିପାଳ ଓ ରୋହିତ ପୂଜାରୀ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି। ଏହି ବିବାଦ ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ଛାତ୍ର ସଂସଦ ଗଠନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେଉଛି କି ନାହିଁ, ତାହା ଉପରେ ନଜର ରହିଛି।

    Add Zee News as a Preferred Source
    TAGS:
    Odia News