• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Budhaditya Rajyoga: ଦୀପାବଳିରେ ଧନବର୍ଷାର ସଙ୍କେତ! ଚାକିରି, ବ୍ୟବସାୟରେ ଉନ୍ନତି କରିପାରନ୍ତି ଏହି ୪ ରାଶି

Budhaditya Rajyoga: ଦୀପାବଳିରେ ଧନବର୍ଷାର ସଙ୍କେତ! ଚାକିରି, ବ୍ୟବସାୟରେ ଉନ୍ନତି କରିପାରନ୍ତି ଏହି ୪ ରାଶି

Written ByPriyambada RanaEdited ByPriyambada Rana
Published: Nov 01, 2026, 21:11 IST|Updated: Nov 01, 2026, 21:16 IST
joinshare
Budhaditya Rajyoga: ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି। ୨୦୨୬ ଦୀପାବଳିରେ ଗ୍ରହମାନଙ୍କ ସ୍ଥିତିକୁ ନେଇ ଏକ ଶୁଭ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେବାର ଜ୍ୟୋତିଷୀୟ ଆକଳନ କରାଯାଉଛି। ଏହି ଯୋଗର ପ୍ରଭାବରେ ୪ଟି ରାଶିର ଜାତକଙ୍କ ପାଇଁ ଧନଲାଭ, କ୍ୟାରିୟରରେ ଉନ୍ନତି ଓ ବ୍ୟବସାୟରେ ସଫଳତାର ସମ୍ଭାବନା ରହିଥିବା କୁହାଯାଉଛି।

Budhaditya Rajyoga: ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି। ୨୦୨୬ ଦୀପାବଳିରେ ଗ୍ରହମାନଙ୍କ ସ୍ଥିତିକୁ ନେଇ ଏକ ଶୁଭ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେବାର ଜ୍ୟୋତିଷୀୟ ଆକଳନ କରାଯାଉଛି। ଏହି ଯୋଗର ପ୍ରଭାବରେ ୪ଟି ରାଶିର ଜାତକଙ୍କ ପାଇଁ ଧନଲାଭ, କ୍ୟାରିୟରରେ ଉନ୍ନତି ଓ ବ୍ୟବସାୟରେ ସଫଳତାର ସମ୍ଭାବନା ରହିଥିବା କୁହାଯାଉଛି।

Budhaditya Rajyoga: 1/6

Budhaditya Rajyoga:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ବୁଧ ଗୋଟିଏ ରାଶିରେ ଅବସ୍ଥାନ କଲେ ବୁଧାଦିତ୍ୟ ଯୋଗ ସୃଷ୍ଟି ହୋଇଥାଏ। ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ ଓ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରାଯାଉଥିବାବେଳେ ବୁଧଙ୍କୁ ବୁଦ୍ଧି, ବାଣିଜ୍ୟ ଓ ଯୋଗାଯୋଗର କାରକ ବୋଲି କୁହାଯାଏ। ଏହି ଦୁଇ ଗ୍ରହଙ୍କ ମିଳନରୁ ଗଠିତ ଯୋଗ ନିର୍ଦ୍ଦିଷ୍ଟ ରାଶିଙ୍କ ପାଇଁ ଶୁଭ ଫଳ ଆଣିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ତେବେ ଆସନ୍ତୁ ଜାଣିବା, ଦୀପାବଳି ୨୦୨୬ରେ ବୁଧାଦିତ୍ୟ ରାଜଯୋଗରୁ କେଉଁ ୪ଟି ରାଶିର ଜାତକ ଲାଭବାନ ହୋଇପାରନ୍ତି।
ମେଷ ରାଶି:2/6

ମେଷ ରାଶି:

ମେଷ ରାଶିର ଜାତ ଲୋକଙ୍କ ପାଇଁ ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଭଲ ରହିବ। କୌଣସି କାମରେ ସଫଳତା ମିଳିବା ପରେ ଆପଣ ନିଜ ସାଥୀଙ୍କ ସହ ଖୁସି ମନାଇବାକୁ ଯୋଜନା କରିପାରନ୍ତି। ଯଦି ସମ୍ପର୍କରେ କୌଣସି ମତଭେଦ ରହିଛି, ତେବେ ଯୁକ୍ତିତର୍କ ନକରି ଶାନ୍ତ ଭାବରେ କଥା ହୁଅନ୍ତୁ।
କନ୍ୟା ରାଶି3/6

କନ୍ୟା ରାଶି

କନ୍ୟା ରାଶିର ଅବିବାହିତ ଜାତକଙ୍କ ମନରେ ପୁରୁଣା ପ୍ରେମକୁ ନେଇ ଭାବନା ପୁଣି ଜାଗ୍ରତ ହୋଇପାରେ। ହଠାତ୍ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କୁ ଦେଖିବା କିମ୍ବା ତାଙ୍କ ବିଷୟରେ କୌଣସି ଖବର ଶୁଣିବା ଦ୍ୱାରା ପୁରୁଣା ସ୍ମୃତି ତାଜା ହୋଇପାରେ। ତେବେ ଭାବନାରେ ଭାସିଯାଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ତୁଳା ରାଶି4/6

ତୁଳା ରାଶି

ତୁଳା ରାଶିର ଜାତକଙ୍କ ମନରେ ପୁରୁଣା ସମ୍ପର୍କକୁ ନେଇ ପୁଣି ଚିନ୍ତା ଆସିପାରେ। ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ ସହ ଯୋଗାଯୋଗ କରିବା ପୂର୍ବରୁ ସମ୍ପର୍କର ଭଲ ଓ ଖରାପ ଦିଗକୁ ବିଚାର କରନ୍ତୁ। କୌଣସି ପଦକ୍ଷେପ ନେବାରେ ତରବରିଆ ହୁଅନ୍ତୁ ନାହିଁ।
କୁମ୍ଭ ରାଶି5/6

କୁମ୍ଭ ରାଶି

କୁମ୍ଭ ରାଶିର ଜାତକଙ୍କ ପାଇଁ ଆଜି ପରିବାରରେ ଖୁସିର ଖବର ମିଳିପାରେ। ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ଆସିବାର ସମ୍ଭାବନା ରହିଛି। ଅବିବାହିତ ଜାତକଙ୍କ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରବେଶ ହୋଇପାରେ। ନିଜ କ୍ରଶ୍‌ଙ୍କୁ ଦେଖିବାର ସୁଯୋଗ ମିଳିଲେ ମନ ଖୁସି ହୋଇପାରେ।
Disclamer:6/6

Disclamer:

ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

2

ବକେୟା ପାଉଣା ପାଇଁ ରାସ୍ତାରେ ହାଇଡ୍ରାମା, ଅପେରା ଗାଡ଼ି ଅଟକାଇଲେ କଳାକାର!

3

ତେଲକୋଇରେ ଜୁଆଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

4

Cyclone Alert: ଧୀରେ ଧୀରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା 'ଆକଭାନ୍'

5

Today Horoscope: ଆଜି ଦିନଟି କିପରି ବିତିବ? ପଢନ୍ତୁ ରାଶିଫଳ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.