• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!

Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!

Written ByNarmada BeheraEdited ByNarmada Behera
Published: Oct 16, 2026, 11:27 AM IST|Updated: Oct 16, 2026, 11:32 AM IST
joinshare
Gold Rate Today: ତେବେ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍ ?

Gold Rate Today: ସୁନାଦରକୁ ନେଇ ଆସିଲା ବଡ଼ ଖବର। ନବରାତ୍ରୀ ଚାଲିଥିବା ସମୟରେ ସୁନାଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ତେବେ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍ ?
 

Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!1/5

Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୪୮,୫୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ର ରେଟ୍ ୧୩୬,୨୫୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ରେଟ୍ ୧୪୭,୯୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ର ରେଟ୍ ୧୩୫,୬୩୯ ଟଙ୍କା ରହିଛି।
Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!2/5

Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!

ମାୟାନଗରୀ ମୁମ୍ବାଇରେ ୨୪ କ୍ୟାରେଟ୍ ର ରେଟ୍ ୧୪୮,୨୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୩୫,୯୨୩ ଟଙ୍କା ରହିଛି।
Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!3/5

Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ ଓ ୨୨ କ୍ୟାରେଟ୍ ର ଦାମ୍ ୧୪୮,୦୬୦ ଟଙ୍କା ଓ ୧୩୫,୭୨୨ ଟଙ୍କା ରହିଛି।
Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!4/5

Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ୍ ର ଦାମ୍ ୧୪୮,୬୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ର ରେଟ୍ ୧୩୬,୨୯୯ ଟଙ୍କା ରହିଛି।
Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!5/5

Gold Rate Today: ନବରାତ୍ରୀରେ ଗ୍ରାହକଙ୍କୁ ବଡ଼ ଝଟକା, ବଢିଲା ସୁନା ରେଟ୍!

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ର ରେଟ୍ ୧୪୮,୩୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ର ଦାମ୍ ୧୩୫,୯୪୨ ଟଙ୍କା ରହିଛି। ୧୦ ଗ୍ରାମ୍ ପିଛା ୭୨୦ ଟଙ୍କା ବଢିଛି। Disclaimer: ଦିଆଯାଇଥିବା ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ। ସୁନା କିଣିବା ପୂର୍ବରୁ ବିଶେଷଜ୍ଞ ସହିତ ପରାମର୍ଶ ଓ ବଜାର ମୂଲ୍ୟକୁ ପରଖି କିଣନ୍ତୁ ।
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.