• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Gold Rate Today: ଛୁଟି ଦିନରେ କେତେ ରହିଛି ସୁନା ରେଟ୍? ଜାଣନ୍ତୁ ବାସ୍ ଗୋଟିଏ କ୍ଲିକ୍ ରେ...

Gold Rate Today: ଛୁଟି ଦିନରେ କେତେ ରହିଛି ସୁନା ରେଟ୍? ଜାଣନ୍ତୁ ବାସ୍ ଗୋଟିଏ କ୍ଲିକ୍ ରେ...

Written ByNarmada BeheraEdited ByNarmada Behera
Published: Oct 18, 2026, 01:04 PM IST|Updated: Oct 18, 2026, 01:19 PM IST
joinshare
Gold Rate Today: ଦିନକୁ ଦିନ ସୁନାଦର ଆକାଶ ଛୁଆଁ ହେବାରେ ଲାଗିଛି। ତେବେ, ଆଜି କେତେ ରହିଛି ସୁନା ରେଟ୍। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ।

Gold Rate Today: ଦିନକୁ ଦିନ ସୁନାଦର ଆକାଶ ଛୁଆଁ ହେବାରେ ଲାଗିଛି। ତେବେ, ଆଜି କେତେ ରହିଛି ସୁନା ରେଟ୍। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ।

 

ଗରିବଙ୍କ ପାଇଁ ସୁନା କିଣିବା ଏବେ ସ୍ବପ୍ନ1/4

Gold Rate Today: ଛୁଟି ଦିନରେ କେତେ ରହିଛି ସୁନା ରେଟ୍? ଜାଣନ୍ତୁ ବାସ୍ ଗୋଟିଏ କ୍ଲିକ୍ ରେ...

ମୁମ୍ବାଇରେ ୨୪ କ୍ୟାରେଟ୍ ର ଦାମ୍ ୧୩୫,୬୭୬ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୩୫,୬୭୬ ଟଙ୍କା ରହିଛି।
ସୁନାଦର ବୃଦ୍ଧି ଗ୍ରାହକଙ୍କ ନିଦ ହଜେଇ ଦେଇଛି2/4

ସୁନାଦର ବୃଦ୍ଧିର ବଡ଼ କାରଣ କି ମଧ୍ୟପ୍ରାଚ୍ୟ ଯୁଦ୍ଧ?

କୋଲକାତାରେ ବି ସୁନାଦର ସ୍ଥିର ରହିଛି। ଏଠାରେ ୨୪ କ୍ୟାରେଟ୍ ର ରେଟ୍ ୧୪୭,୮୨୦ ଟଙ୍କା ରହିଛି। ଏବଂ ୨୨ କ୍ୟାରେଟ୍ ର ରେଟ୍ ୧୩୫,୫୦୨ ରହିଛି।
ସୁନା ଦର ବୃଦ୍ଧି ପାଇଁ ଦାୟୀ କିଏ?3/4

ଦୀପାବଳିରେ ବଢିବ ନା ଖସିବ ସୁନା ରେଟ୍

ଚେନ୍ନାଇରେ ବି ସୁନାଦରରେ ଅପରିବର୍ତ୍ତିତ ରହିଛି। ୨୪ କ୍ୟାରେଟ୍ ର ଦାମ୍ ୧୪୮,୪୪୮ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ର ରେଟ୍ ୧୩୬,୦୭୦ ଟଙ୍କା ରହିଛି।
ଛୁଟି ଦିନରେ କେତେ ରହିଛି ସୁନା ରେଟ୍? 4/4

କାହିଁକି ବଢୁଛି ରେଟ୍?

ପାର୍ବଣ ସମୟରେ ବି ଭୁବନେଶ୍ବରରେ ସେଭଳି କିଛି ପରିବର୍ତ୍ତନ ହୋଇନି। ୨୪ ଓ ୨୨ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ କୁ ୧୪୮,୦୫୦ ଓ ୧୩୫,୭୧୩ ଟଙ୍କା ରହିଛି। Disclaimer: ଦିଆଯାଇଥିବା ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ। ସୁନା କିଣିବା ପୂର୍ବରୁ ବିଶେଷଜ୍ଞ ସହିତ ପରାମର୍ଶ ଓ ବଜାର ମୂଲ୍ୟକୁ ପରଖି କିଣନ୍ତୁ ।
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.