- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର! ଦୀପାବଳି ପୂର୍ବରୁ ସୁନାଦରରେ ବୃହତ ହ୍ରାସ
Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର! ଦୀପାବଳି ପୂର୍ବରୁ ସୁନାଦରରେ ବୃହତ ହ୍ରାସ
Published: Oct 23, 2026, 01:45 PM IST|Updated: Oct 23, 2026, 01:54 PM IST
Gold Rate Today: ବିଶ୍ବ ବଜାରରେ ସୁନାଦର ୨ ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗୁରୁବାର ସୁନା ମୂଲ୍ୟ ୧.୯ ପ୍ରତିଶତ ହ୍ରାସ ପାଇଛି।
Gold Rate Today: ବିଶ୍ବ ବଜାରରେ ସୁନାଦର ୨ ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗୁରୁବାର ସୁନା ମୂଲ୍ୟ ୧.୯ ପ୍ରତିଶତ ହ୍ରାସ ପାଇଛି। ଗତ ଅଗଷ୍ଟ ୪ ତାରିଖ ପରେ ସୁନାର ଏହା ହେଉଛି ସର୍ବନିମ୍ନ ସ୍ତର। ବିଶ୍ବ ବଜାରରେ ସୁନାର ଚାହିଦା ହ୍ରାସ ଏବଂ ଆମେରିକା ର ଫେଡେରାଲ୍ ବ୍ୟାଙ୍କ୍ ପକ୍ଷରୁ ସୁଧହାର କମିବା ସମ୍ଭାବନା କୁ ନେଇ ସୁନା ଦର ହ୍ରାସ ପାଇଛି। ତେବେ, ଆସନ୍ତୁ ନଜର ପକାଇବା ଆଜି କେଉଁ ସହରରେ କେତେ ରହିଛି ସୁନା ରେଟ୍ ଓ କେତେ ଟଙ୍କା ଖସିଛି ନା ବଢିଛି।.....
1/5Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର! ଦୀପାବଳି ପୂର୍ବରୁ ସୁନାଦରରେ ବୃହତ ହ୍ରାସ
ଆଜି ଭାରତୀୟ ବଜାରରେ ସୁନା ଦର ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ରେଟ୍ ୧୩୧,୦୨୮ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୪୨,୯୪୦ ଟଙ୍କା ରହିଛି।
2/5Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର! ଦୀପାବଳି ପୂର୍ବରୁ ସୁନାଦରରେ ବୃହତ ହ୍ରାସ
ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ର ରେଟ୍ ୧୦ ଗ୍ରାମ୍ କୁ ରହିଛି ୧୩୦,୩୬୮ ଓ ୨୪ କ୍ୟାରେଟ୍ ର ଦାମ୍ ରହିଛି ୧୪୨,୨୨୦ ଟଙ୍କା । ୧୦ ଗ୍ରାମ୍ ପିଛା ୯୧୦ ଟଙ୍କା କମିଛି।
3/5Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର! ଦୀପାବଳି ପୂର୍ବରୁ ସୁନାଦରରେ ବୃହତ ହ୍ରାସ
ଚେନ୍ନାଇରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧୦ ଗ୍ରାମ୍ କୁ ୧୩୦,୯୩୭ ଓ ୧୪୨,୮୮୦ ଟଙ୍କା ରହିଛି।
4/5 ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର! ଦୀପାବଳି ପୂର୍ବରୁ ସୁନାଦରରେ ବୃହତ ହ୍ରାସ
କୋଲକାତାରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧୦ ଗ୍ରାମ୍ କୁ ରହିଛି ୧୩୦,୪୨୩ ଓ ୧୪୨,୨୮୦ ଟଙ୍କା ରହିଛି।
5/5Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର! ଦୀପାବଳି ପୂର୍ବରୁ ସୁନାଦରରେ ବୃହତ ହ୍ରାସ
ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ ଓ ୨୪ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ୧୩୦,୫୮୮ ଓ ୧୪୨,୪୬୦ ଟଙ୍କା ରହିଛି। ଏଠାରେ ୧୦ ଗ୍ରାମ୍ ପିଛା ୯୫୦ ଟଙ୍କା କମିଛି।
Disclaimer: ଦିଆଯାଇଥିବା ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ। ସୁନା କିଣିବା ପୂର୍ବରୁ ବିଶେଷଜ୍ଞ ସହିତ ପରାମର୍ଶ ଓ ବଜାର ମୂଲ୍ୟକୁ ପରଖି କିଣନ୍ତୁ ।