Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ସୁନା ରୂପା ଦରରେ ହ୍ରାସ
Published: Oct 06, 2026, 12:26 PM IST|Updated: Oct 06, 2026, 12:33 PM IST
ପୁଣି ଆକାଶ ଛୁଆଁ ହେବାରେ ଲାଗିଛି ସୁନା ଦର। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ରୂପା ରେଟ୍?
Gold Rate Today: ପୁଣି ଆକାଶ ଛୁଆଁ ହେବାରେ ଲାଗିଛି ସୁନା ଦର। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ରୂପା ରେଟ୍?
1/6Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ସୁନା ରୂପା ଦରରେ ହ୍ରାସ
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୩୬,୮୯୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୪୯,୩୪୦ ଟଙ୍କା ରହିଛି। ଏଠାରେ ୧୦ ଗ୍ରାମ୍ ପିଛା ୧୧୦ ଟଙ୍କା ଖସିଛି।
2/6Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ସୁନା ରୂପା ଦରରେ ହ୍ରାସ
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୩୬,୭୪୮ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୯,୧୮୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୧,୧୧,୮୮୫ ଟଙ୍କା ରହିଛି। ଏ-ବଂ ରୂପା କେଜି ପିଛା ଦର ୨୨୫,୫୭୦ ଟଙ୍କାରେ ପହଞ୍ଚିଛି।
3/6Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ସୁନା ରୂପା ଦରରେ ହ୍ରାସ
ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୩୬,୪୦୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୮ ,୮୧୦ ଟଙ୍କା ରହିଛି।
4/6Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ସୁନା ରୂପା ଦରରେ ହ୍ରାସ
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୩୭,୦୪୨ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୯ ,୫୦୦ ଟଙ୍କା ରହିଛି।
5/6Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ସୁନା ରୂପା ଦରରେ ହ୍ରାସ
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୩୬,୬୪୮ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୪୯,୦୭୦ ଟଙ୍କା ରହିଛି।
6/6Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ସୁନା ରୂପା ଦରରେ ହ୍ରାସ
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୩୬,୫୩୮ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୮ ,୯୫୦ ଟଙ୍କା ରହିଛି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ବିଜନେସ୍ ଓ୍ବେବସାଇଟ୍ https://bullions.co.in/location/india/ ଉପରେ ଆଧାରିତ।)