• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ

Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ

Written ByNarmada BeheraEdited ByNarmada Behera
Published: Oct 05, 2026, 09:10 AM IST|Updated: Oct 05, 2026, 09:15 AM IST
joinshare
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ସନ୍ତାନ, ଜ୍ଞାନ,ଭାଗ୍ୟ ଓ ଧର୍ମର ପ୍ରତିକ ବୃହସ୍ପତି ୮ ଅକ୍ଟୋବରରେ ଅଶ୍ଲେଷା ନକ୍ଷତ୍ରର ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରିବେ। ବୃହସ୍ପତିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ସମସ୍ୟା ବଢାଇବ।

Guru Nakshatra Parivartan 2026:ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,  ସନ୍ତାନ, ଜ୍ଞାନ,ଭାଗ୍ୟ ଓ ଧର୍ମର ପ୍ରତିକ ବୃହସ୍ପତି ୮ ଅକ୍ଟୋବରରେ ଅଶ୍ଲେଷା ନକ୍ଷତ୍ରର ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରିବେ। ବୃହସ୍ପତିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ସମସ୍ୟା ବଢାଇବ। ତେବେ , ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କୁ ସତର୍କ ରହିବାକୁ ପଡିବ।

Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ1/3

Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ

ମିଥୁନ-:ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ସମସ୍ୟା ବଢାଇବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ହୋଇପାରେ। ପରିବାର ଲୋକଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ବ୍ୟବସାୟୀଙ୍କ ପାଇଁ ସମୟ ସେତେଟା ଅନୁକୂଳ ରହିବ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଏହି ସମୟରେ କୌଣସି ବଡ଼ ନିବେଶ କରନ୍ତୁ ନାହିଁ। କାହାକୁ ଧାର-ଦିଅନ୍ତୁ ନାହିଁ। ନଚେତ୍ ଫେରସ୍ତ ପାଇବେ ନାହିଁ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ2/3

Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ

ସିଂହ-: ବୃହସ୍ପତିଙ୍କ ଚଳନ ଏହି ରାଶିଙ୍କ ପାଇଁ ବିପଦ ଡାକି ଆଣିବ। ମାସନିକ ଓ ଆର୍ଥିକ ଚାପ ବଢିବ। ଅପ୍ରତ୍ୟାଶିତ ଟଙ୍କା ଖର୍ଚ୍ଚ ହୋଇପାରେ। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିପାରେ। ତେଣୁ ଦେଖିଚାହିଁ ଟଙ୍କା ଖର୍ଚ୍ଚ କରନ୍ତୁ। କ୍ୟାରିୟର ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଶତ୍ରୃତା ବଢିବ। ସେୟାର ମାର୍କେଟ୍ ରେ କୌଣସି ଇନଭେଷ୍ଟ କରନ୍ତୁ ନାହିଁ। ପତି-ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାରିବାରିକ ବିବାଦ ଦେଖାଦେଇପାରେ। ଜୀବନ ସାଥୀଙ୍କ ସହିତ ମତଭେଦ ଭୟଙ୍କର ରୂପ ନେଇପାରେ।
Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ3/3

Guru Nakshatra Parivartan 2026: ଗୁରୁ ଚଳାଇବେ ବଡ଼ ଚାଲ୍!ତିନି ରାଶିଙ୍କ ପାଇଁ ବଢିବ ସମସ୍ୟା, ରୁହନ୍ତୁ ସତର୍କ

ଧନୁ-: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ଅଶୁଭ ପ୍ରମାଣିତ ହୋଇପାରେ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ଆର୍ଥିକ ଚାପ ବଢିପାରେ। ସ୍ବାସ୍ଥ୍ୟଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ ନାହିଁ। ବିଶେଷ କରି ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବା ପୂର୍ବରୁ ଭାଙ୍ଗି ଯିବ। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ ପାଟିତୁଣ୍ତ ହୋଇପାରେ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। କ୍ୟାରିୟରରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.