• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ

EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ

Written ByNarmada BeheraEdited ByNarmada Behera
Published: Oct 03, 2026, 07:18 AM IST|Updated: Oct 03, 2026, 07:22 AM IST
joinshare
EPFO: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି।

EPFO: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି।   ଏହାଦ୍ବାରା ଦେଶର ୧ କୋଟିରୁ ଅଧିକ ଲୋକେ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ। 
 

EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ1/5

EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ

ତେବେ ଏହି ସୀମା ବୃଦ୍ଧି ପରେ କମ୍ପାନୀ ଗୁ଼ଡିକ କର୍ମଚାରୀଙ୍କ ବେତନରୁ ଅର୍ଥ କାଟିବା କିମ୍ବା ସିଟିସି ସହିତ ଆଡ଼ଜଷ୍ଟ କରିବା ପାଇଁ ଚେଷ୍ଟା କରିପାରନ୍ତି ବୋଲି ଚିନ୍ତା ପ୍ରକଟ କରାଯାଇଥିଲା। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶରେ କହିଛନ୍ତି ଯେ, କର୍ମଚାରୀ ଘରକୁ ନେଉଥିବା ନେଟ୍ ଦରମାରେ କୌଣସି କାଣ୍ଟଛାଣ୍ଟ ହୋଇପାରିବ ନାହିଁ। ସରକାରୀ ନିୟମ ଅନୁସାରେ,ନିଯୁକ୍ତିଦାତାଙ୍କ ଅଂଶଦାନ ବାଦ୍ ପାଇଁ ଯେଉଁ ବେତନ କର୍ମଚାରୀ ପାଉଛନ୍ତି । ସେଭଳି ବେତନ ଦିଆଯିବ।
EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ2/5

EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ

ମନ୍ତ୍ରଣାଳୟ ମୁତାବକ ମାଲିକ ମାନେ ସେମାନଙ୍କ ସାମାଜିକ ସୁରକ୍ଷା ଯୋଗଦାନକୁ କେବଳ ସିଟିସିର ଏକ ଅଂଶ ଭାବେ ଦେଖାଇ କର୍ମଚାରୀଙ୍କ ପ୍ରାପ୍ୟରୁ କାଟି ପାରିବେ ନାହିଁ। ଏହି ଅତିରିକ୍ତ ଅଂଶଦାନକୁ କମ୍ପାନୀ ଗୁଡିକ ମାନବ ସମ୍ବଳ ପ୍ରତି ନିବେଶ ଭାବେ ଦେଖିବା ଉଚିତ୍। ଯାହା ଦ୍ବାରା କର୍ମଚାରୀଙ୍କ ସନ୍ତୋଷ ଓ କାର୍ଯ୍ୟଦକ୍ଷତା ବଢିବ।
EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ3/5

EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ

ନୂଆ ନିୟମ ଅନୁସାରେ, ଯେଉଁ କର୍ମଚାରୀମାନଙ୍କ ମାସିକ ମୂଳ ବେତନ ୧୫ ରୁ ୨୫ ହଜାର ହୋଇଥିବ ସେମାନେ ବାଧ୍ୟତାମୂଳକ ଇପିଏଫ୍ ଏବଂ ପେନସନ୍ ଯୋଜନାର ଅନ୍ତଭୁକ୍ତ ହେବେ। କର୍ମଚାରୀଙ୍କ ନିଜସ୍ବ ୧୨ ପ୍ରତିଶତ ଯୋଗଦାନ ସମ୍ପୁର୍ଣ୍ଣ ଭାବେ ଇପିଏଫ୍ ଖାତାକୁ ଯିବ। ନିଯୁକ୍ତିଦାତାଙ୍କ ୧୨ ପ୍ରତିଶତ ଯୋଗଦାନ ମଧ୍ୟରୁ ୮.୩୩ ପ୍ରତିଶତ କର୍ମଚାରୀ ପେନସନ୍ ଯୋଜନା (ଇିପିଏସ୍) ଏବଂ ବାକି ଅଂଶ ଇପିଏଫ୍ ଖାତାରେ ଜମା ହେବ।
EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ4/5

EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ

ପୂର୍ବରୁ ୧୫ ହଜାର ଟଙ୍କା ବେତନ ସୀମାରେ ମାସିକ ଅଂଶଦାନ ୧୮ ଶହ ଟଙ୍କା ହୋଇଥିବା ବେଳେ ବର୍ତ୍ତମାନ ବର୍ଦ୍ଦିତ ୨୫ ହଜାର ସୀମାରେ ଏହା ୩ ହଜାର ଟଙ୍କା ରହିବ।ସରକାର ସ୍ପଷ୍ଚ କରିଛନ୍ତି ଯେ, କର୍ମଚାରୀମାନେ ଇପିଏଫ୍ ରେ ଅଧିକ ଜମା କରିବା ଦ୍ବାରା ଦିର୍ଘ ମିଆଦି ଆୟକର ଛାଡ, ଅଧିକ ସୁଧ, ନିଶ୍ଚିତ ପେନସନ୍, ଓ ମାଗଣା ସ୍ବାସ୍ଥ୍ୟ ବୀମା ସୁବିଧା ପାଇବେ।
EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ5/5

EPFO: ଇପିଏଫ୍ଓ ବେତନ ସୀମା ବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି,କର୍ମଚାରୀଙ୍କ ଦରମା କାଟି ପାରିବେନି କମ୍ପାନୀ

ଅନ୍ୟପଟେ, ନିଯୁକ୍ତିଦାତାଙ୍କ ଉପରେ ପଡୁଥିବା ଅତିରିକ୍ତ ବୋଝ କମାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧିନରେ ପ୍ରତ୍ୟର ନୂଆ ନିଯୁକ୍ତି ପାଇଁ ମାସିକ ୩ ବଜାର ଟଙ୍କା ପର୍ଯ୍ୟନ୍ତ ପ୍ରତ୍ସାହନ ରାଶି ଯୋଗାଇଦେବେ। ଶ୍ରମ ମନ୍ତ୍ରଣାଳୟ ସମସ୍ତ ନିଯୁକ୍ତିଦାତାଙ୍କୁ ପରାମର୍ଶରେ କହିଛି ଯେ, ସେମାନେ ଆସନ୍ତା ବେତନ ଚକ୍ରକୁ ଅପେକ୍ଷା ନ କରି ତୁରନ୍ତ ୧୫ ରୁ ୨୫ ହଜାର ସୀମା ମଧ୍ୟରେ ଥିବା କର୍ମଚାରୀଙ୍କୁ ଚିହ୍ନଟ କରିବା ସହ ନୂଆ ଯୋଜନା ସାମିଲ୍ କରନ୍ତୁ।
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.