- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
Published: Nov 07, 2026, 08:18 PM IST|Updated: Nov 07, 2026, 08:23 PM IST
IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
IPL 2027: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ଆଇପିଏଲ୍ ନିଲାମୀ ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକି କିଛି ଏମଆଇ(mumbai-indians) ଫ୍ୟାନ୍ସକୁ ଝଟକା ଲାଗିପାରେ। ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ୍ ପାଣ୍ତ୍ୟା ମୁମ୍ବାଇ ଇଣ୍ତିଆନ୍ସକୁ ଛାଡି ପଞ୍ଜାବ କିଙ୍ଗ୍ସକୁ ଯିବାକୁ ଥିବା ବେଳେ ଦ୍ରୃତ ବୋଲର ଅର୍ଶଦୀପ୍ ସିଂହ ମୁମ୍ବାଇ ଇଣ୍ତଆନ୍ସରେ ଯୋଗ ଦେବେ। ଏନେଇ ଚର୍ଚ୍ଚା ବେଶ୍ ଯୋର ଧରିଛି। ଆଇପିଏଲ୍ ନିଲାମୀ ପୂର୍ବରୁ ୨ ଫ୍ରାଞ୍ଚାଇଜ୍ ଖେଳାଳି ଅଦଳବଦଳ ପାଇଁ ରାଜି ହୋଇଛନ୍ତି।
1/5IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ପିଟିଆଇ ରିପୋର୍ଟ ଅନୁସାରେ, ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା କିଙ୍ଗସ୍ (Punjab Kings)ରେ ଶ୍ରେୟସ୍ ଆୟରଙ୍କ ନେତୃତ୍ବରେ ଖେଳିବାକୁ ନେଇ ବେଶ୍ ଖୁସି ରହିଥିବା ବେଳେ ଅର୍ଶଦୀପ ସିଂହ ଦିର୍ଘ ଦିନ ଧରି ପଞ୍ଜାବରେ ଖେଳି ଆସୁଥିଲେ।
2/5IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
ପଞ୍ଜାବ ଫ୍ରାଞ୍ଚାଏଜ୍ ଫିଲ୍ଡରେ ତାଙ୍କର ଦମଦାର ପ୍ରଦର୍ଶନ ଲାଗି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। l ଅର୍ଶଦୀପ୍ ଟି-୨୦ ଅନ୍ତର୍ଜାତୀୟ ରେ ମଧ୍ୟ ସେ ଭାରତର ଅଗ୍ରଣୀ କ୍ରିକେଟ୍ ଶିକାରି ବୋଲି କୁହାଯାଇପାରିବ। ଅର୍ଶଦୀପଙ୍କ ବୋଲିଂ ମୁମ୍ବାଇ ଟିମ୍ କୁ ଏକ ନୂଆ ଶକ୍ତି ଯୋଗାଇବ।
3/5IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
ପଞ୍ଜାବ ପାଇଁ ହାର୍ଦ୍ଦିଙ୍କ ଫିଟନେସ୍ ଚିନ୍ତାର କାରଣ ହୋଇପାରେ। କାରଣ ଗତ ଆଇପିଏଲ୍ ସିଜିନ୍ ଠାରୁ ସେ କିଛି ପ୍ରତିଯୋଗିତା ମୂଳକ ମ୍ୟାଚ୍ ଖେଳି ନାହାଁନ୍ତି।
4/5IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
୨୦୨୪ ମସିହାରେ ମୁମ୍ବାଇ ଇଣ୍ତିଆନ୍ସରେ (Mumbai Indians)ରେ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ହେଲେ, ତାଙ୍କ ତାଙ୍କ ଅଧିନାୟକତ୍ବ ସିଜିନ୍ ସମୟରେ ଦଳ ୨ଟିରେ ପ୍ଲେ-ଅଫ୍ କୁ ଯାଇପାରିନଥିଲା।
5/5IPL 2027: ଆଇପିଏଲ୍ ନିଲାମୀ ପୂର୍ବରୁ ଅଦଳ ବଦଳ! ମୁମ୍ବାଇ ଇଣ୍ତିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଛାଡି଼ଲେ ଏହି ୨ ଖେଳାଳି
ତେବେ, ଏହି ୨ ଖେଳାଳୀଙ୍କ ଅଦଳବଦଳକୁ କେବଳ ବିସିସିଆଇର ଅନୁମୋଦନ ମିଳିବା ନେଇ ଅପେକ୍ଷା। ଯଦି ବିସିସିଆର ଗ୍ରୀନ୍ ସିଗନାଲ୍ ମିଳେ । ତେବେ, ଆଗାମୀ ଦିନରେ ଏହି ୨ ଷ୍ଟାର୍ ଖେଳାଳୀଙ୍କୁ ନୂଆ ଜର୍ସି ରେ ଦେଖିବାକୁ ମିଳିବ।