• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Guru Gochar: ଆଜିଠୁ ୩୧ ଦିନ ପର୍ଯ୍ୟନ୍ତ ଲାଭରେ ରହିବେ ଏହି ୭ ରାଶି

Guru Gochar: ଆଜିଠୁ ୩୧ ଦିନ ପର୍ଯ୍ୟନ୍ତ ଲାଭରେ ରହିବେ ଏହି ୭ ରାଶି

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 01, 2026, 05:41 PM IST|Updated: Oct 01, 2026, 05:55 PM IST
joinshare
ଅକ୍ଟୋବର ମାସରେ ନିର୍ଦ୍ଦିଷ୍ଟ ନକ୍ଷତ୍ର ମାଧ୍ୟମରେ ବୃହସ୍ପତିଙ୍କ ଚଳନ ମେଷ ଓ ମିଥୁନ ସମେତ ମୋଟ ୭ଟି ରାଶି ପାଇଁ ଲାଭଦାୟକ ହେବାକୁ ଯାଉଛି।

Jupiter Transit 2026: ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବଗୁରୁ ମାନ୍ୟତା ଦିଆଯାଇଛି । ସେପ୍ଟେମ୍ବର ୨୦ ତାରିଖରେ  ଅଶ୍ଳେଷା ନକ୍ଷତ୍ରରେ ଗୁରୁଙ୍କ ଚଳନ ହୋଇଥିଲା । ଏହି ନକ୍ଷତ୍ର ବୁଧ ସହିତ ଜଡ଼ିତ। ବର୍ତ୍ତମାନ ବୃହସ୍ପତି ଅଶ୍ଳେଷା ନକ୍ଷତ୍ରର ତୃତୀୟ ପାଦ ଦେଇ ଗତି କରୁଛନ୍ତି । ଅକ୍ଟୋବର ୮ ତାରିଖରେ ଦେବଗୁରୁ ଚତୁର୍ଥ ପାଦକୁ ପ୍ରବେଶ କରିବେ। ବୃହସ୍ପତି ଓ ବୁଧଙ୍କ ଶକ୍ତିର ମିଳନ ପ୍ରତ୍ୟେକ ରାଶି ଉପରେ ଉଭୟ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ। 

Astrology1/8

Astrology

ଏଥର ବୃହସ୍ପତିଙ୍କ ଚଳନ ବିଶେଷ କରି ୭ଟି ନିର୍ଦ୍ଦିଷ୍ଟ ରାଶିକୁ ଲାଭ ପ୍ରଦାନ କରିବ । ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଏବଂ ମୀନ ରାଶି ପାଇଁ ଆଗାମୀ ୩୧ ଦିନ କେଉଁ କ୍ଷେତ୍ରରେ ଲାଭ ଆଣିଦେବ ଆସନ୍ତୁ ଜାଣିବା।
Astrology 2/8

Astrology

ମେଷ ରାଶି ଚାକିରି କ୍ଷେତ୍ରରେ ଆପଣ ଭଲ ସୁଯୋଗ ପାଇବେ । ଅଟକି ରହିଥିବା କାମ ଗୁଡିକ ଶେଷ କରିପାରିବେ । କୌଣସି ସୁତ୍ରରୁ ଭଲ ଖବର ମିଳିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
Astrology3/8

Astrology

ମିଥୁନ ରାଶି ଚଳିତ ମାସ ଆପଣଙ୍କ ପାଇଁ ଅନେକ କ୍ଷେତ୍ରରେ ଅନୁକୂଳ ରହିବ। ବୃତ୍ତିଗତ ଜୀବନରେ ନୂଆ ସୁଯୋଗ ମିଳିପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସମୟ ଅନୁକୂଳ । ବ୍ୟବସାୟ ଲାଭଦାୟକ ସାବ୍ୟସ୍ତ ହେବ।
Astrology4/8

Astrology

କନ୍ୟା ରାଶି କ୍ୟାରିୟର କ୍ଷେତ୍ରରେ ସମୟ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆପଣଙ୍କ ପାଇଁ ଜରୁରୀ । ପରିବାର ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିପାରେ।
Astrology5/8

Astrology

ତୁଳା ରାଶି ଦେବଗୁରୁଙ୍କ ଚଳନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିବ । ବ୍ୟବସାୟରେ ଉନ୍ନତି କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପୂର୍ବ ନିବେଶରୁ ଆପଣଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ସମ୍ପର୍କରେ ଉନ୍ନତି ହେବ।
Astrology6/8

Astrology

ବିଛା ରାଶି ଏହି ଚଳନ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରିବ। ଦୀର୍ଘ ଦିନ ଧରି କୌଣସି କାମ ପଡ଼ିରହିଥିଲେ ତାହା ସମ୍ପନ୍ନ ହେବ । ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଭଲ ଖବର ମିଳିବାର ସମ୍ଭାବନା ରହିଛି ।
Astrology7/8

Astrology

ମୀନ ରାଶି ବିଶେଷ କରି କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଆପଣ ସକାରାତ୍ମକ ଫଳାଫଳ ପାଇବେ । କଠିନ ପରିଶ୍ରମର ଉତ୍ତମ ଫଳ ମିଳିବ । ନୂଆ ଚାକିରି ପାଇଁ ଅଫର୍ ମିଳିପାରେ । ବ୍ୟବସାୟ କରୁଥିଲେ ଅଧିକ ଲାଭବାନ ହେବେ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇ ଖୁସି ହେବେ ।
Astrology8/8

Astrology

Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.