- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Lakshmi Narayan Rajyoga 2026: ଧନତେରାସରେ ପଡିଛି ଲକ୍ଷ୍ମୀ ନାରାୟଣ ରାଜଯୋଗ, ମାଲେମାଲ୍ ହେବେ ଏହିସବୁ ରାଶି!
Lakshmi Narayan Rajyoga 2026: ଧନତେରାସରେ ପଡିଛି ଲକ୍ଷ୍ମୀ ନାରାୟଣ ରାଜଯୋଗ, ମାଲେମାଲ୍ ହେବେ ଏହିସବୁ ରାଶି!
Published: Nov 04, 2026, 03:20 PM IST|Updated: Nov 04, 2026, 03:28 PM IST
Lakshmi Narayan Rajyoga On Dhanteras: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ନଭେମ୍ବର ୬ ହେଉଛି ଧନତେରସ୍। ଏହି କ୍ରମରେ ବୁଧ ମିଥୁନ ରାଶିରେ ବିରାଜମାନ ଥିବା ବେଳେ ଧନତେରସ୍ ଦିନ ଶୁକ୍ର ଏହି ରାଶିକୁ ଗୋଚର କରିବେ। ଗୋଟିଏ ରାଶିରେ ବୁଧ-ଶୁକ୍ରଙ୍କ ଗୋଚର ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେଉଛି। ଏ-ହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଧନତେରାସ୍ ଶୁଭଫଳ ପ୍ରଦାନ କରିବ।...

1/3Lakshmi Narayan Rajyoga 2026: ଧନତେରାସରେ ପଡିଛି ଲକ୍ଷ୍ମୀ ନାରାୟଣ ରାଜଯୋଗ, ମାଲେମାଲ୍ ହେବେ ଏହିସବୁ ରାଶି!
ଲକ୍ଷ୍ମୀ ନାରାୟଣ ରାଜଯୋଗ ଏ-ହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ବେଶ୍ ଭଲ ରହିବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦରମା ବଢିବ। ଯେଉଁମାନେ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ କଲେ ଅଧିକ ଲାଭ ପାଇବେ। ବାକି ଥିବା ଟଙ୍କା ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।
2/3Lakshmi Narayan Rajyoga 2026: ଧନତେରାସରେ ପଡିଛି ଲକ୍ଷ୍ମୀ ନାରାୟଣ ରାଜଯୋଗ, ମାଲେମାଲ୍ ହେବେ ଏହିସବୁ ରାଶି!
ତୁଳା ରାଶିଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ରାଜଯୋଗ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ବଦଳିବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିଛି। ଯଦି ଆପଣଙ୍କ ଟଙ୍କା କେଉଁଠି ଫସି ରହିଛି, ତେବେ, ତାହା ମିଳିବ। ଧାର-କରଜ କରିଥିବା ଋଣକୁ ସୁଝିବାରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ନିଜ ବିଳାସପୂର୍ଣ୍ଣ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ, ନଚେତ୍ ପସ୍ତେଇବେ। ପ୍ରେମ ଜୀବନ ଏତେ ଖାସ୍ ରହିବ ନାହିଁ।
3/3Lakshmi Narayan Rajyoga 2026: ଧନତେରାସରେ ପଡିଛି ଲକ୍ଷ୍ମୀ ନାରାୟଣ ରାଜଯୋଗ, ମାଲେମାଲ୍ ହେବେ ଏହିସବୁ ରାଶି!
ଧନୁ ରାଶିଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ଯୋଗ ବେଶ୍ ଲାଭାଦୟୀ ପ୍ରମାଣିତ ହେବ। ଦିର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବେ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ପୁରୁଣା ନିବେଶରୁ ଲାଭ ପାଇବେ। ଯଦି କୌଣସି ପ୍ରକାର ନିସ୍ପତ୍ତି ନେବା ପାଇଁ ଚାହୁଁଛନ୍ତି, ତେବେ, ଏହି ସମୟରେ ଭାବିଚିନ୍ତି ନିଅନ୍ତୁ। ଚାକିରିଆ ଓ ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ନୂଆ ଗାଡି କିମ୍ବା ଘର କିଣି ପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)