• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Mangal Gochar 2026: ୧୨ ନଭେମ୍ବରରେ ମଙ୍ଗଳ ଚଳନ, ୪ ରାଶିକୁ ଧନ ଲାଭ!

Mangal Gochar 2026: ୧୨ ନଭେମ୍ବରରେ ମଙ୍ଗଳ ଚଳନ, ୪ ରାଶିକୁ ଧନ ଲାଭ!

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 03, 2026, 02:22 PM IST|Updated: Nov 03, 2026, 02:34 PM IST
joinshare
ମଙ୍ଗଳଙ୍କ ଏହି ଚଳନର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବ।

Mars Transit 2026: ଜ୍ୟୋତିଷ ଶାସ୍ତ୍ର ହିସାବରେ ଗ୍ରହ ସେନାପତି ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ । ମଙ୍ଗଳ ଗ୍ରହଙ୍କ ଚଳନ ୧୨ ନଭେମ୍ବରରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ସାହସ, ଶକ୍ତି, ପରାକ୍ରମ, ଭୂମି ଏବଂ ଯୁଦ୍ଧର କାରକ ବୋଲି କୁହାଯାଏ। 

Astrology 1/6

Astrology

୧୨ ନଭେମ୍ବର ରାତି ପ୍ରାୟ ୦୮:୧୫ ସମୟରେ ମଙ୍ଗଳ ସିଂହ ରାଶିରେ ଚଳନ କରିବେ ।
Astrology 2/6

Astrology

ମେଷ ରାଶି ଆପଣଙ୍କ ପାଇଁ ମଙ୍ଗଳଙ୍କର ଚଳନ ଅନେକ ଦୃଷ୍ଟିରୁ ଶୁଭଫଳ ଆଣିବ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ପଦୋନ୍ନତିର ଯୋଗ ରହିଛି । ଆୟ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ ରୋଜଗାର ବଢ଼ିବ। ଆର୍ଥିକ ସ୍ଥିତି ସୁଦୃଢ ହେବେ । ଧନ ପ୍ରାପ୍ତିର ଭଲ ଯୋଗ ରହିଛି ।
Astrology 3/6

Astrology

ବୃଷ ରାଶି ମଙ୍ଗଳ ଚଳନ ଆପଣଙ୍କ ପାଇଁ ନୂଆ ସମ୍ଭାବନା ଆଣିବ । ଚାକିରି କ୍ଷେତ୍ରରେ ପରିଶ୍ରମର ଶୁଭ ଫଳ ପାଇବେ । ଆୟ ବଢ଼ିବ । ବ୍ୟବସାୟରେ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।
Astrology 4/6

Astrology

ମିଥୁନ ରାଶି ଏହି ଚଳନ ଆପଣଙ୍କ କ୍ୟାରିୟରରେ ସକାରାତ୍ମକ ଫଳାଫଳ ଆଣିବ । ବ୍ୟବସାୟ ଦୃଷ୍ଟିରୁ ସମୟ ଅନୁକୂଳ ରହିବ। ଦୀର୍ଘ ଦିନରୁ କୌଣସି କାମ ଅଟକି ରହିଥିଲେ ତାହା ଆଗକୁ ବଢିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଆୟ ବୃଦ୍ଧି ହୋଇପାରେ। ପୈତୃକ ସମ୍ପତ୍ତି ସହ ଜଡ଼ିତ ମାମଲାରେ ଲାଭ ମିଳିପାରେ ।
Astrology 5/6

Astrology

କୁମ୍ଭ ରାଶି ମଙ୍ଗଳଙ୍କ ଚଳନ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆଣିବ । ଆଗକୁ ବଢିବାକୁ ସୁବର୍ଣ୍ଣ ସୁଯୋଗ ମିଳିପାରେ । ରୋଜଗାର ବୃଦ୍ଧିର ସମ୍ଭାବନା ରହିଛି। ଦୀର୍ଘ ସମୟରୁ କୌଣସି କାମ ଅଟକି ରହିଥିଲେ ଆପଣଙ୍କୁ ଆଶ୍ୱସ୍ତି ମିଳିବ। ଟଙ୍କା ପଇସାର କାରବାରରେ ତରବର ହୁଅନ୍ତୁ ନାହିଁ।
Astrology 6/6

Astrology

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.