• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /October Rajyoga 2026: ଅକ୍ଟୋବରରେ ପଡୁଛି ୪ଟି ବଡ଼ ଶୁଭ ଯୋଗ, ୪ ରାଶିକୁ ପ୍ରବଳ ଲାଭ !

October Rajyoga 2026: ଅକ୍ଟୋବରରେ ପଡୁଛି ୪ଟି ବଡ଼ ଶୁଭ ଯୋଗ, ୪ ରାଶିକୁ ପ୍ରବଳ ଲାଭ !

Written BySoubhagya Ranjan MishraEdited BySoubhagya Ranjan Mishra
Published: Sep 29, 2026, 11:45 AM IST|Updated: Sep 29, 2026, 12:06 PM IST
joinshare
October Rajyoga 2026: ଜ୍ୟୋତିଷଙ୍କ ଅନୁଯାୟୀ, ଗ୍ରହଚଳନ ଦୃଷ୍ଟିରୁ ଅକ୍ଟୋବର ୨୦୨୬ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଏହି ମାସରେ ଅନେକ ପ୍ରମୁଖ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । କିଛି ଗ୍ରହଙ୍କ ମିଳନ କାରଣରୁ ବିଭିନ୍ନ ଶୁଭ ଯୋଗ ଗଠିତ ହେବ ।

October Rajyoga 2026: ଅକ୍ଟୋବର ମାସରେ ବୁଧାଦିତ୍ୟ, ଲକ୍ଷ୍ମୀ ନାରାୟଣ, ମାଲବ୍ୟ ଏବଂ ତ୍ରିଗ୍ରାହୀ ଯୋଗର ଗଠନ ହେବାକୁ ଯାଉଛି । ଏହି ଯୋଗ ପ୍ରଭାବରେ କିଛି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବ ।

October Horoscope 20261/7

October Horoscope 2026

୪ ଅକ୍ଟୋବରରେ ଚନ୍ଦ୍ର କର୍କଟ ରାଶିରେ ଚଳନ କରିବେ । ସେଠାରେ ଦେବଗୁରୁ ବୃହସ୍ପତି ଏବଂ ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ଚନ୍ଦ୍ର, ଗୁରୁ ଏବଂ ମଙ୍ଗଳଙ୍କ ଉପସ୍ଥିତି ହେତୁ ତ୍ରିଗ୍ରାହୀ ଯୋଗ ଗଠନ ହେବ । ସେହିପରି ୧୭ ଅକ୍ଟୋବରରେ ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଚଳନ କରିବେ । ତୁଳା ରାଶିରେ ସୂର୍ଯ୍ୟ ଏବଂ ବୁଧଙ୍କ ମିଳନରେ ବୁଧାଦିତ୍ୟ ଯୋଗ ସୃଷ୍ଟି ହେବ ।
Astrology2/7

Astrology

୨୦ ଅକ୍ଟୋବରରେ ଶୁକ୍ର ତୁଳା ରାଶିରେ ଚଳନ କରିବେ । ଫଳରେ ବୁଧ ଏବଂ ଶୁକ୍ରଙ୍କ ସଂଯୋଗରୁ ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହେବ । ଏଥିସହ ମାଲବ୍ୟ ଯୋଗ ମଧ୍ୟ ସୃଷ୍ଟି ହେବ । ୩୧ ଅକ୍ଟୋବରରେ ଦେବଗୁରୁ ବୃହସ୍ପତି କର୍କଟ ରାଶିରୁ ବାହାରି ସିଂହ ରାଶିରେ ଚଳନ କରିବେ । ସୂର୍ଯ୍ୟ ଏବଂ ଗୁରୁ ଓ ସୂର୍ଯ୍ୟଙ୍କ ମଧ୍ୟରେ ମିତ୍ରତା ସମ୍ପର୍କ ଥିବାରୁ ଏହି ଚଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Astrology3/7

Astrology

କର୍କଟ ରାଶି ଆପଣଙ୍କ ପାଇଁ କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଶୁଭଫଳ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ଦରମା ବୃଦ୍ଧି ହୋଇପାରେ । ମନପସନ୍ଦ ସ୍ଥାନକୁ ବଦଳି ହେବାର ସୁଯୋଗ ମିଳିପାରେ ।
Astrology4/7

Astrology

ସିଂହ ରାଶି ମାସର ଶେଷ ସମୟ ଆପଣଙ୍କ ପାଇଁ ଅଧିକ ଫଳପ୍ରଦ ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଗକୁ ବଢିବ । ବିଦେଶ ଯାତ୍ରା କରିପାରନ୍ତି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାଲେ। ବ୍ୟକ୍ତିଗତ କ୍ଷେତ୍ରରେ ବିକାଶ କରିବେ ।
Astrology5/7

Astrology

ତୁଳା ରାଶି ଦେବଗୁରୁଙ୍କ ଚଳନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିବ । ବ୍ୟବସାୟରେ ଉନ୍ନତି କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପୂର୍ବ ନିବେଶରୁ ଆପଣଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ସମ୍ପର୍କରେ ଉନ୍ନତି ହେବ।
Astrology6/7

Astrology

ବିଛା ରାଶି ଆର୍ଥିକ ଦୃଷ୍ଟିକୋଣରୁ ସମୟ ଆପଣଙ୍କ ପାଇଁ ଭଲ ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ପୁରୁଣା ବିନିଯୋଗରୁ ଲାଭ ମିଳିପାରେ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ ।
Astrology7/7

Astrology

Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.