• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!

Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!

Written ByNarmada BeheraEdited ByNarmada Behera
Published: Oct 03, 2026, 10:56 AM IST|Updated: Oct 03, 2026, 11:01 AM IST
joinshare
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ ରାହୁ ଗୋଟିଏ ରାଶିକୁ ଅନ୍ୟ ଏକ ରାଶିକୁ ଚଳନ କରିବା ଲାଗି ୧୮ ମାସ ସମୟ ନିଅନ୍ତି। ଏବେ ରାହୁ କୁମ୍ଭ ରାଶିରେ ଥିବା ବେଳେ ୫ ଡିସେମ୍ବରରେ ମକର ରାଶିକୁ ଚଳନ କରିବେ।

Rahu Rashi Parivartan 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ ରାହୁ ଗୋଟିଏ ରାଶିକୁ ଅନ୍ୟ ଏକ ରାଶିକୁ ଚଳନ କରିବା ଲାଗି ୧୮ ମାସ ସମୟ ନିଅନ୍ତି। ଏବେ ରାହୁ କୁମ୍ଭ ରାଶିରେ ଥିବା ବେଳେ ୫ ଡିସେମ୍ବରରେ ମକର ରାଶିକୁ ଚଳନ କରିବେ। ରାହୁଙ୍କର ଏହି ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ଯଦି ଜାତକରେ ରାହୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି କ୍ୟାରିୟର ଓ ଆର୍ଥିକ ସ୍ଥିତି ଭଲ ରହିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି ରାହୁଙ୍କ କୃପାରୁ ...

Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!1/4

Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!

ମେଷ-: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ମିଳିବା ସହ ଦରମାରେ ଅହେତୁକ ବୃଦ୍ଧି ହେବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ନିଜ ବ୍ୟବସାୟୀ ପାର୍ଟନରଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଧାର୍ମିକ ଯାତ୍ରାରେ ନିଜ ପିତାମାତାଙ୍କ ସହ ଯାଇପାରନ୍ତି। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ।
Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!2/4

Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!

ମିଥୁନ-: ରାହୁଙ୍କ ବିଶେଷ କୃପା ମିଥୁନ ରାଶି ଉପରେ ରହିବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟାଅଙ୍କର ଲାଭ ପାଇବେ। ଯେଉଁମାନେ ଚାକିରି କରୁଛନ୍ତି,ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଂଶସା ପାଇବେ। ବିଦେଶ ଯାତ୍ରା କରିପାରନ୍ତି। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି,ଏହି ସମୟରେ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ।
Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!3/4

Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!

ସିଂହ-: ରାହୁଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଶିକ୍ଷା, ଡିଜିଟାଲ୍ ଏବଂ ମିଡିଆରେ କାର୍ଯ୍ୟରତ ଲୋକଙ୍କ ପ୍ରମୋସନ୍ ହୋଇପାରେ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ। ଏହି ସମୟରେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ।
Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!4/4

Rahu Rashi Parivartan 2026: ରାହୁଙ୍କ ଚଳନ, ବଦଳିବ ୪ ରାଶିଙ୍କ ଭାଗ୍ୟ!

ମକର-: ରାହୁଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ନୂଆ ବ୍ୟବସାୟ ଆରମ୍ଭ କଲେ ଏହି ସମୟରେ ଭଲ ଦ୍ବି-ପଇସା ଲାଭ ପାଇବେ। ନୂଆ ଘର ଓ ଗାଡି କିଣିବେ। ସ୍ବାସ୍ଥ୍ୟ ଭଲ ରହିବ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Odia News

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.