- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Indian Railways: ପାର୍ବଣ ପାଇଁ ଦକ୍ଷିଣ ପୂର୍ବ ରେଳପଥର ୩୮ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ସବୁ ରୁଟ୍ ରେ ମିଳିବ ସେବା?
Indian Railways: ପାର୍ବଣ ପାଇଁ ଦକ୍ଷିଣ ପୂର୍ବ ରେଳପଥର ୩୮ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ସବୁ ରୁଟ୍ ରେ ମିଳିବ ସେବା?
Published: Oct 04, 2026, 07:58 AM IST|Updated: Oct 04, 2026, 08:02 AM IST
Indian Railways: ଆସୁଛି ଦୁର୍ଗାପୂଜା, ଦୀପାବଳୀ ଏବଂ ଛଟ୍ ପୂଜା ସମେତ ବିଭିନ୍ନ ପର୍ବ ପର୍ବାଣୀ।
Indian Railways: ଆସୁଛି ଦୁର୍ଗାପୂଜା, ଦୀପାବଳୀ ଏବଂ ଛଟ୍ ପୂଜା ସମେତ ବିଭିନ୍ନ ପର୍ବ ପର୍ବାଣୀ।
1/5Indian Railways: ପାର୍ବଣ ପାଇଁ ଦକ୍ଷିଣ ପୂର୍ବ ରେଳପଥର ୩୮ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ସବୁ ରୁଟ୍ ରେ ମିଳିବ ସେବା?
ତେଣୁ ଏହି ପାର୍ବଣ ଋତୁରେ ୩୮ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ନିସ୍ପତ୍ତି ନିଆଯାଇଛି।
2/5Indian Railways: ପାର୍ବଣ ପାଇଁ ଦକ୍ଷିଣ ପୂର୍ବ ରେଳପଥର ୩୮ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ସବୁ ରୁଟ୍ ରେ ମିଳିବ ସେବା?
୧୩ ଯୋଡା ସ୍ବତନ୍ତ୍ର ଟ୍ରେନ୍ ଦକ୍ଷିଣ ପୂର୍ବତଟ ରେଳପଥରୁ ଆରମ୍ଭ ହେବ। ସହିପରି, ୨୮ ଯୋଡା ସ୍ବତନ୍ତ୍ର ଟ୍ରେନ୍ ଦକ୍ଷିଣ ପୂର୍ବ ରେଳପଥ ଦେଇ ଯାତ୍ରା କରିବ।
3/5Indian Railways: ପାର୍ବଣ ପାଇଁ ଦକ୍ଷିଣ ପୂର୍ବ ରେଳପଥର ୩୮ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ସବୁ ରୁଟ୍ ରେ ମିଳିବ ସେବା?
ଏହା ବ୍ୟତିତ ଯାତ୍ରୀଙ୍କର ଅତିରିକ୍ତ ଚାହିଦା ପୂରଣ କରିବା ପାଇଁ ବିଭିନ୍ନ ଟ୍ରେନ୍ ରେ ସ୍ଥାୟୀ ଭାବରେ ୭୪ କୋଚ୍ ବୃଦ୍ଧି କରାଯାଇଛି।
4/5Indian Railways: ପାର୍ବଣ ପାଇଁ ଦକ୍ଷିଣ ପୂର୍ବ ରେଳପଥର ୩୮ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ସବୁ ରୁଟ୍ ରେ ମିଳିବ ସେବା?
ସେଥିମଧ୍ୟରୁ ଉଭୟପଟୁ ଖୋର୍ଦ୍ଧା ରୋଡ୍-ସାଲିମାର୍ ସ୍ବତନ୍ତ୍ର ଟ୍ରେନ୍, ପୁରୀ-ସନ୍ତ୍ରାଗାଛି ସ୍ବତନ୍ତ୍ର ଟ୍ରେନ୍, ଓଡ଼ିଶାର ରେଳବାଇ ଙ୍କ ପାଇଁ ବିଶେଷ ଭାବେ ସହାୟକ ହେବ।
5/5Indian Railways: ପାର୍ବଣ ପାଇଁ ଦକ୍ଷିଣ ପୂର୍ବ ରେଳପଥର ୩୮ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ସବୁ ରୁଟ୍ ରେ ମିଳିବ ସେବା?
ସେହିପରି, ଉଭୟ ପଟୁ ଓଡ଼ିଶା ଦେଇ ସାଲିମାର୍, ଚର୍ଲାପାଲି ପାର୍ବଣ ସ୍ପେଶାଲ୍ ଟ୍ରେନ୍, ବିଶାଖାପାଟଣା-ସାଲିମାର୍ , ତିରୁବନ୍ତପୁରମ୍-ସନ୍ତ୍ରାଗାଛି, ଚର୍ଲାପାଲି-ସନ୍ତ୍ରାଗାଛି ସ୍ବତନ୍ତ୍ର ଟ୍ରେନ୍ ଚାଲିବ ବୋଲି ଦକ୍ଷିଣ ପୂର୍ବ ରେଳପଥ ର ବରିଷ୍ଠ ଅଧିକାରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।