• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

Written ByNarmada BeheraEdited ByNarmada Behera
Published: Nov 13, 2026, 05:35 AM IST|Updated: Nov 13, 2026, 05:45 AM IST
joinshare
Horoscope Today 13 November 2026: ଆସନ୍ତୁ ଜାଣିବା ବୃହସ୍ପତିଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

Horoscope Today 13 November 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ ।  ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୩ ହେଉଛି ଶୁକ୍ରବାର। ତେବେ,ଆସନ୍ତୁ ଜାଣିବା ବୃହସ୍ପତିଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

ମେଷ ରାଶି1/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ମେଷ-: ଆଜିର ଦିନ ଆପଣଙ୍କ ପାଇଁ ବେଶ୍ ଶୁଭ ରହିବ। କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବେ। ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ। ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଆପଣଙ୍କ ଦବ୍-ଦବା ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। କାରବାର୍ ବୃଦ୍ଧି ହେବ। ପରିବାରରେ ହସ-ଖୁସିର ମାହୋଲ୍ ଲାଗି ରହିବ। ନିଜ ସନ୍ତାନଙ୍କ ଠାରୁ ଗୁଡ୍ ନ୍ୟୁଜ୍ ପାଇବେ।
ବୃଷ ରାଶି2/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ବୃଷ-: ଦିନଟି ବେଶ୍ ଭଲ ରହିବ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମ ବିଶ୍ବାସ ବୃଦ୍ଧି ହେବ। କର୍ମକ୍ଷେତ୍ରରେ କୌଣସି ଛୋଟମୋଟ କାର୍ଯ୍ୟକୁ ଅଣଦେଖା କରନ୍ତୁ ନାହିଁ। ଏହା ଆପଣଙ୍କୁ ନୂଆ ଦିଗ୍ ଦର୍ଶନ ଦେଇପାରେ। ସରକାରୀ କିମ୍ବା ସରକାରୀ ଯୋଜନାରୁ ଲାଭ ଉଠାଇପାରିବେ। ଧାର୍ମିକ କାର୍ଯ୍ୟରେ ମନ ବଳିବ। ପରିବାରରେ ଏକ ମାଙ୍ଗଳିକ କିମ୍ବା ଶୁଭ କାର୍ଯ୍ୟ ହୋଇପାରେ.
ମିଥୁନ ରାଶି3/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ମିଥୁନ-: ମିଥୁନ ରାଶି ପାଇଁ ଦିନଟି ଠିକ୍-ଠାକ୍ ରହିବ। କର୍ମକ୍ଷେତ୍ରରେ ଶାନ୍ତିର ବାର୍ତ୍ତାବରଣ ରହିବ। କଠିନ ପରିଶ୍ରମର ଫଳ ପାଇବେ। ବନ୍ଧୁ ମାନଙ୍କ ଠାରୁ ସମର୍ଥନ ମିଳିପାରେ। ପଡି଼ ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ସାମାଜିକ କାର୍ଯ୍ୟକଳାପ ରେ ଅଂଶ ଗ୍ରହଣ କରିବେ । ମାନସିକ ଶାନ୍ତି ପାଇବେ। ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଅଶାନ୍ତି ଦୂର ହେବ।
କର୍କଟ ରାଶି4/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

କର୍କଟ-: ଦିନଟି ଅନୁକୂଳ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ଜଣେ ମହିଳା ବନ୍ଧୁଙ୍କ ଠାରୁ ଲାଭ ମିଳିପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବା ସହ ବାକି ପଡିଥିବା ଟଙ୍କା ମିଳିବ। କୌଣସି ଭଲ ଖବର ପାଇ ମନ ଖୁସି ହେବ।
ସିଂହ ରାଶି5/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ସିଂହ-: ସିଂହ ରାଶିଙ୍କ ପାଇଁ ସମୟ ଲାଭଦାୟକ ରହିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିବ। କୌଣସି ପ୍ରକାର ଗୁଡ୍ ନ୍ୟୁଜ୍ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସେୟାର ମାର୍କେଟ୍ ରେ ବିନିଯୋଗ କରିବା ପାଇଁ ସମୟ ଖାସ ରହିବ। ପରିବାରରେ କୌଣସି ପ୍ରକାର ପୂଜା ପାଠ ବା ହୋମ ହୋଇପାରେ। କୌଣସି ପ୍ରକାର ନିସ୍ପତ୍ତି ନେଇପାରନ୍ତି। ଘରେ ଉତ୍ସାହ ଓ ଆନନ୍ଦର ପରିବେଶ ଲାଗି ରହିବ।
କନ୍ୟା ରାଶି6/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

କନ୍ୟା-: ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ନୂଆ ନିଯୁକ୍ତି ସୁଯୋଗ ମିଳିପାରେ। ପାରିବାରିକ ଜୀବନରେ ଭଲ ରହିବ। ପଡ଼ି ରହିଥିବା କାର୍ଯ୍ୟକୁ ଶେଷ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ ଓ ଚାକିରିଆ ଙ୍କ ଲାଗି ସମୟ ଖାସ୍ ରହିବ।
ତୁଳା ରାଶି7/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ତୁଳା-: ତୁଳା ରାଶିଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ପରିଶ୍ରମର ଫଳ ପାଇବେ। ମିଠା କଥା କହି କାମ ହାସଲ କରିବେ। ବିରୋଧିଙ୍କ ଉପରେ ବିଜୟ ଲାଭ କରିବେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଓ ଶିଳ୍ପ ସହ ଜଡିତ ଲୋକେ ଲାଭବାନ୍ ହେବେ। ଦେବ-ମନ ଭଲ ରହିବ।
ବିଛା ରାଶି8/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ବିଛା-: ବିଛା ରାଶି ପାଇଁ ସମୟ ବେଶ୍ ଅନୁକୂଳ ରହିବ। ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇପାରେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଅବିବାହିତଙ୍କ ଲାଗି ଭଲ ପ୍ରସ୍ତାବ ଆସିପାରେ। ପରିବାରରେ ହସ-ଖୁସିର ମାହୋଲ୍ ଲାଗି ରହିବ। ପରିବାରରେ ସୁଖ-ଶାନ୍ତି ବୃଦ୍ଧି ହେବ। ଏକ ଶୁଭ କାର୍ଯ୍ୟ ମଧ୍ୟ ହୋଇପାରେ।
ଧନୁ ରାଶି9/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ଧନୁ-: ଧନୁ ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। କଠିନ ପରିଶ୍ରମ ସକରାତ୍ମକ ଫଳାଫଳ ଦେବ। ଆର୍ଥିକ ସ୍ଥିତି ଭଲ ରହିବ। ନିର୍ମାଣ, କଳା,ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ବେଶ୍ ଶୁଭ ରହିବ। ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଭଲ ସମ୍ବାଦ ପାଇବେ। କର୍ମକ୍ଷେତ୍ରରୁ ନୂଆ ଦାୟିତ୍ବ ମିଳିବ। ଯାହା ଆପଣଙ୍କ ଭବିଷ୍ୟତ ଉଜ୍ଜଳ କରିପାରେ।
ମକର ରାଶି10/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ମକର-: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ପାଇଁ ଅଧିକ ଖର୍ଚ୍ଚ କରିବା , ବଜେଟ୍ କୁ ପ୍ରଭାବିତ କରିପାରେ। ପାରିବାରିକ ଚିନ୍ତା ବଢିବା ସହ କୌଣସି କଥାକୁ ନେଇ ଟେନସନ୍ ରେ ରହିବେ। ଶତ୍ରୃମାନେ ହଇରାଣ କରିପାରନ୍ତି। କୌଣସି ଟେନସନିଆ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ଜମି, କୋଠା, ଗାଡ଼ି କ୍ରୟ ପାଇଁ ଯୋଜନା କରିପାରନ୍ତି। ପ୍ରିୟଜନ ତଥା ବନ୍ଧୁ ବାନ୍ଧବଙ୍କ ଠାରୁ କୌଣସି ପ୍ରକାର କଷ୍ଟ ପାଇପାରନ୍ତି।
କୁମ୍ଭ ରାଶି11/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

କୁମ୍ଭ-: ଦିନଟି ଶୁଭ ରହିଲେ ମଧ୍ୟ ଦେହ ଅସୁସ୍ଥ ରହିପାରେ। ଚାକିରି କରୁଥିବା ଲୋକଙ୍କୁ କୌଣସି ପ୍ରକାର ନୂଆ ଅଫର ଲେଟର ଅନ୍ୟ କୌଣସି କମ୍ପାନୀରୁ ମିଳିପାରେ। ଚାକିରିରେ ନୂତନ ଦାୟିତ୍ୱ ମିଳିପାରେ। ବେକାରୀଙ୍କୁ ନିଯୁକ୍ତି ମିଳିପାରେ।ଆର୍ଥିକ ଦୃଷ୍ଟିରୁ, ସମୟ ଭଲ ରହିବ, ଏବଂ ଅଟକି ରହିଥିବା କାମ ଆଗକୁ ବଢ଼ିପାରେ। ବିରୋଧୀଙ୍କ ଉପରେ ବିଜୟର ସଙ୍କେତ ଅଛି।
ମୀନ ରାଶି12/12

Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ

ମୀନ-: ମୀନ ରାଶିଙ୍କ ପାଇଁ ସମୟ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। କୌଣସି କାର୍ଯ୍ୟରେ ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ସମର୍ଥନ ପାଇବେ। କାର୍ଯ୍ୟକ୍ଷେତ୍ରରେ ଏକ ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ପରିବାରରେ ବିବାହ କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ, ନିଜର ବୁଝାମଣାକୁ ବିଚାର କରନ୍ତୁ ଏବଂ ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.