• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

Written ByNarmada BeheraEdited ByNarmada Behera
Published: Nov 14, 2026, 06:26 AM IST|Updated: Nov 14, 2026, 06:36 AM IST
joinshare
Horoscope Today 14 November 2026: କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

Horoscope Today 14 November 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ ।  ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୪ ହେଉଛି ଶନିବାର। କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
 

ମେଷ ରାଶି1/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ମେଷ-: ମେଷ ରାଶି ପାଇଁ ଦିନଟି ଅନୁକୂଳ ରହିବ। ଖର୍ଚ୍ଚ ହ୍ରାସ ପାଇବା ସହ ଅଟକି ରହିଥିବା ଟଙ୍କା ମିଳିବ। ପାରିବାରିକ ସ୍ଥିତି ଭଲ ରହିବ। ପ୍ରେମ ଜୀବନ ମଧୁମୟ ରହିବ। ସାଥୀଙ୍କ ସହ ଦୂର ଯାତ୍ରା କରିବେ। ହେଲେ,ଜୀବନସାଥୀଙ୍କ ସହ କୌଣସି କାରଣକୁ ନେଇ ଟେନସନ୍ ରେ ରହିବେ। କର୍ମକ୍ଷେତ୍ରର ବରିଷ୍ଠଙ୍କ ସମର୍ଥନ ମିଳିବ। ଏବଂ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ପାଇବେ।
ବୃଷ ରାଶି2/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ବୃଷ-: ବୃଷ ରାଶିଙ୍କ ପାଇଁ ଦିନଟି ଭଲ ରହିବ। କୌଣସି ସ୍ଥାନରେ ଟଙ୍କା ନିବେଶ କରନ୍ତୁ ନାହିଁ। ଖର୍ଚ୍ଚ ବୃଦ୍ଧି ପାଇବା ଦ୍ୱାରା ଟେନସନ୍ ରେ ରହିବେ। ପାରିବାରରୁ ସମର୍ଥନ ମିଳିବ। ଆପଣଙ୍କ ଭାଗ୍ୟ ପ୍ରତ୍ୟକ କାର୍ଯ୍ୟରେ ସାହାର୍ଯ୍ୟ କରିବ। ପ୍ରେମ ଜୀବନ ପାଇଁ ଦିନଟି ଭଲ ରହିବ। ଥଣ୍ଡା ପାଗ ହେତୁ ସର୍ଦ୍ଦି,କାଶ , ଜ୍ବର ବି ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାରରେ କାହାର ସ୍ବାସ୍ଥ୍ୟ ଅଧିକ ଖରାପ ହୋଇପାରେ।
ମିଥୁନ ରାଶି3/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ମିଥୁନ-: ମିଥୁନ ରାଶି ପାଇଁ ଏକ ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। ଏବଂ କାର୍ଯ୍ୟକ୍ଷେତ୍ରରେ ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଲାଭ କରିବେ। ସାମାଜିକ କାର୍ଯ୍ୟ କରି ପ୍ରଂଶସା ସାଉଁଟିବେ। ନିଜ ବନ୍ଧୁମାନଙ୍କ ସହିତ ମଜା-ମସ୍ତି କରିବେ। ହେଲେ ପ୍ରେମ ଜୀବନରେ ସେତେଟା ଖାସ୍ ରହିବ ନାହିଁ। ବୈବାହିକ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କର୍କଟ ରାଶି4/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

କର୍କଟ-: କର୍କଟ ରାଶି ପାଇଁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଚାକିରି କରିଥିବା ବ୍ୟକ୍ତିମାନେ ଭଲ ଫଳାଫଳ ପାଇବେ। ବ୍ୟବସାୟରେ ବୃଦ୍ଧି ହୋଇପାରେ। ନୂଆ ଅର୍ଡର ପାଇପାରନ୍ତି। ପୁରୁଣା ଗାଡି ବିକ୍ରୟ କରି ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଅନାବଶ୍ୟକ ଘରୋଇ ଖର୍ଚ୍ଚ ବୃଦ୍ଧି ପାଇବ। ପାରିବାରିକ ବାତାବରଣ ଭଲ ରହିବ। ଘରେ କଳହ ଦେଖାଦେଇପାରେ। ମାନସିକ ଚାପ ହ୍ରାସ ପାଇବ।
ସିଂହ ରାଶି5/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ସିଂହ-: ସିଂହ ରାଶି ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟକି ରହିପାରେ। ବ୍ୟବସାୟ ଯୋଜନା ସକାରାତ୍ମକ ଫଳାଫଳ ଦେବ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଭଲ ଦ୍ବି-ପଇସା ଲାଭ ପାଇବେ। ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରେମ ଜୀବନରେ ସମସ୍ୟା ବଢ଼ିପାରେ। ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନେଲେ,ପାରିବାରିକ ଜୀବନରେ ହସ-ଖୁସି ଲାଗି ରହିବ। ବିରୋଧୀମାନଙ୍କ ଉପରେ ବିଜୟୀ ହେବେ।
କନ୍ୟା ରାଶି6/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

କନ୍ୟା-: କନ୍ୟା ରାଶି ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଆୟ ହ୍ରାସ ହେବା ସହ ଏବଂ କିଛି ଖର୍ଚ୍ଚ ବୃଦ୍ଧି ପାଇପାରେ। ବ୍ୟବସାୟୀମାନଙ୍କ ଲାଗି ଦିନଟି ଭଲ ରହିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନ ଖାସ୍ ରହିବ ନାହିଁ। ସାଥୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ପରସ୍ପରକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କଲେ ସମ୍ପର୍କ ଅଧିକ ମଜବୁତ୍ ହେବ।
ତୁଳା ରାଶି7/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ତୁଳା-: ତୁଳା ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଶେଷ ହେବା ଦ୍ବାରା ମାନସିକ ଚାପ ଦୂର ହେବ। ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିଛି। କୌଣସି କଥାକୁ ନେଇ ପରିବାର ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ,ତେଣୁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପ୍ରେମ ଜୀବନ ଖାସ୍ ରହିବ ସତ ହେଲେ କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ଯାହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇପାରେ।
ବିଛା ରାଶି8/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ବିଛା-: ବିଛା ରାଶିର ଲୋକଙ୍କ ପାଇଁ ଦିନଟି ବେଶ୍ ଲାଭଦାୟୀ ରହିବ। କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରେ ଆପଣଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଏବଂ ଏକ ନୂତନ ଦାୟିତ୍ବ ମଧ୍ୟ ଗ୍ରହଣ କରିପାରନ୍ତି। ଚାକିରି କରୁଥିବା ଲୋକମାନେ ମାନସିକ ଚାପରେ ରହିପାରନ୍ତି। ପ୍ରେମୀମାନଙ୍କ ପାଇଁ ଦିନଟି ଭଲ ରହିବ। ଦିନଟି କାମ ପାଇଁ ଅନୁକୂଳ ରହିବ, ଦୂରଯାତ୍ରା କରନ୍ତୁ ନାହିଁ। ବନ୍ଧୁମାନଙ୍କ ସହିତ କୌଣସି ଦ୍ୱନ୍ଦ୍ୱକୁ ଏଡ଼ାଇବା ଏବଂ ଆଲୋଚନା ମାଧ୍ୟମରେ ମାମଲା ସମାଧାନ କରିବା ଭଲ ହେବ।
ଧନୁ ରାଶି9/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ଧନୁ-:ଧନୁ ରାଶି ପାଇଁ ଦିନଟି ଠିକ୍-ଠାକ୍ ରହିବ। ପାରିବାରିକ ଜୀବନରେ ଲାଗି ରହିଥିବା ଭୁଲ ବୁଝାମଣା ଦୂର ହେବ। ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟବସାୟ ବୃଦ୍ଧି ହେବ। ନିଜ ଭାଇମାନଙ୍କଠାରୁ ସମର୍ଥନ ମଧ୍ୟ ମିଳିବ। ଆପଣଙ୍କ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ୍ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିବ। ଆପଣ ନିଜ ସାଥୀଙ୍କ ପାଇଁ ଏକ ସୁନ୍ଦର ପୋଷାକ କିଣି ପାରନ୍ତି। ଯାହା ଆପଣଙ୍କ ପ୍ରେମ ସମ୍ପର୍କକୁ ମଜବୁତ କରିବ।
ମକର ରାଶି10/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ମକର-: ମକର ରାଶି ପାଇଁ ଦିନଟି ସତର୍କତାର ସହ ଚଳିବାକୁ ପଡିବ। ବନ୍ଧୁମାନଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଖର୍ଚ୍ଚ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ, ନଚେତ୍ ଆପଣଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇପାରେ। ପ୍ରେମ ଜୀବନ ସୁଖମୟ ହେବ। ବିବାହିତ ଦମ୍ପତିମାନେ ଆଉଟିଂରେ ଯିବେ।
କୁମ୍ଭ ରାଶି11/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

କୁମ୍ଭ-: କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବେଶ୍ ଖାସ୍ ରହିବ। ଥଣ୍ଡା ପାଗ ଯୋଗୁଁ ଦେହ ଖରାପ୍ ରହିପାରେ। ପେଟ ଯନ୍ତ୍ରଣା, ଏସିଡିଟି ଯୋଗୁଁ ଟେନସନ୍ ରେ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଅନିଦ୍ରା ହୁଅନ୍ତୁ ନାହିଁ। ପାରିବାରିକ ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ପ୍ରେମରେ ଥିବା ଲୋକମାନେ ଖୁସିରେ ସେମାନଙ୍କ ସାଥୀଙ୍କ ସହିତ ବାହାରକୁ ଯିବାର ଯୋଜନା କରିବେ।
ମୀନ ରାଶି12/12

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

ମୀନ-: ମୀନ ରାଶି ପାଇଁ ଏକ ଦିନଟି ଠିକଠାକ୍ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ୱାସ ମନରେ ଅଧିକ ରହିବ। ଚାକିରି କରିଥିବା ଲୋକମାନେ ଟେନସନ୍ ରେ ରହିବେ ନାହିଁ। ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବା ଲାଗି ଯୋଜନା କରିବା ଲାଗି ଯୋଜନା କରିବେ। ପ୍ରେମରେ ଥିବା ଲୋକମାନେ ସେମାନଙ୍କ ସାଥୀଙ୍କ ସହିତ ଝଗଡା କରିବାରୁ ଦୂରେଇ ରହିବା ଭଲ ହେବ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.