• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

Written ByNarmada BeheraEdited ByNarmada Behera
Published: Nov 05, 2026, 06:39 AM IST|Updated: Nov 05, 2026, 06:48 AM IST
joinshare
Today Horoscope: ପଢନ୍ତୁ ଆଜିର ରାଶିଫଳ

Horoscope Today 5 November 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ ।  ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୫ ହେଉଛି ଗୁରୁବାର। ଆଜିର ଦିନଟି ଦେବଗୁରୁ ବୃହସ୍ପତିଙ୍କ ଲାଗି ଉତ୍ସର୍ଗିକୃତ। ତେବେ,ଆସନ୍ତୁ ଜାଣିବା ବୃହସ୍ପତିଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

 ମେଷ ରାଶି1/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ମେଷ-: ଦିନଟି ଆପଣଙ୍କ ଲାଗି ଠିକଠାକ୍ ରହିବ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ମତଭେଦ ଦେଖାଦେଇପାରେ। ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟା କର୍ମକ୍ଷେତ୍ରରୁ ଦୂର ହେବ। ନିଜ ଲୋକେ ଶତ୍ରୃତା କରିପାରନ୍ତି। ଟଙ୍କା କାରବାରକୁ ନେଇ ସଚେତନ ରୁହନ୍ତୁ। ବ୍ୟବସାୟରେ ଲାଗି ରହିଥିବା କ୍ଷତି ଆହୁରି ବଢିପାରେ।
ବୃଷ ରାଶି2/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ବୃଷ-: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ। ଆର୍ଥିକ ସ୍ଥିତି ଭଲ ରହିବ। ମାଲିମକଦ୍ଦମାରେ ସଫଳତା ହାସଲ୍ କରିବେ। ପରିବାରରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହୋଇପାରେ। ଦୃଢ ଇଚ୍ଛା ଶକ୍ତି ହେତୁ ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ। ସାମାଜିକ ପ୍ରଗତି , ପୂର୍ବପରି ଅକ୍ଷୁର୍ଣ୍ଣ ରହିବାରୁ ମନୋବୋଳ ଦୃଢ ରହିବ। ଖୁସି ଖବର ମିଳିପାରେ।
ମିଥୁନ ରାଶି3/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ମିଥୁନ-: ଦିନଟି ସତର୍କତାର ସହ ଚଳିବାକୁ ପଡିପାରେ। କର୍ମକ୍ଷେତ୍ରରେ ବିରୋଧ କରୁଥିବା ବ୍ୟକ୍ତିଙ୍କ ଦ୍ବାରା ଆଜି ଅପମାନିତ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ସମସ୍ୟା ମଧ୍ୟ ଦେଇ ଗତି କରିବାରୁ ଅଶାନ୍ତ ରହିପାରନ୍ତି। ପରୋକ୍ଷ ଶତ୍ରୁତା ଚିନ୍ତାର କାରଣ ହେବାର ସୂଚନା ରହିଛି। ଆର୍ଥିକ ସଙ୍କଟ ଲାଗି ରହିବ। ପ୍ରେମୀଙ୍କ ଲାଗି ଦିନଟି ଭଲ ରହିପାରେ।
କର୍କଟ ରାଶି4/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

କର୍କଟ-: କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବାରୁ ଦିନଟି ଭଲ ରହିବ ନାହିଁ। ସହକର୍ମୀମାନେ ସମସ୍ୟାରେ ପକାଇପାରନ୍ତି। ସମ୍ପର୍କୀୟଙ୍କଠାରୁ କାମ ସକାଶେ ସାହାଯ୍ୟ ପାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟୀମାନଙ୍କ ଲାଗି ଦିନଟି ଶୁଭ ରହିପାରେ।
ସିଂହ ରାଶି5/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ସି˚ହ-: ଆଜି ହଠାତ୍ ଖୁସି ଖବର ମିଳିପାରେ। ମାନସିକ ଚାପଗ୍ରସ୍ତ କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଏବଂ ବ୍ୟବସାୟରେ ଶତ୍ରୃତା କରୁଥିବା ଲୋକେ ଆଗରେ ନ ହେଲେ ପଛରେ ନାନାଦି କଥା କହିପାରନ୍ତି। ପୁରୁଣା ରୋଗରୁ ମୁକ୍ତି ପାଇବେ। ସଭା ସମିତିରେ ଶେଷ ସମୟରେ ନିସ୍ପତ୍ତି ବଦଳାଇ ସମାଲୋଚିତ ହୋଇପାରନ୍ତି।
କନ୍ୟା ରାଶି6/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

କନ୍ୟା-: ଆଜି ଜଣେ ବନ୍ଧୁଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ପାରନ୍ତି। ଅର୍ଥ ସମ୍ପର୍କୀୟ ଆଲୋଚନାରେ ବ୍ୟବସାୟୀ ପାର୍ଟନରଙ୍କ ସହ ଯୁକ୍ତିତର୍କ ହୋଇପାରେ। ବାକି ପଡିଥିବା ଟଙ୍କା ମିଳିବ। ପୂର୍ବଶତ୍ରୁତାରୁ ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ବୈରତା ସୃଷ୍ଟି ହୋଇପାରେ।
ତୁଳା ରାଶି7/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ତୁଳା-: ଆଜି କଳା, ସାହିତ୍ୟ, ସଙ୍ଗୀତ ଓ କ୍ରଡ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। କୌଣସି କାରଣକୁ ନେଇ ପଡ଼ୋଶୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ। ଘର ପାଇଁ ଗୃହୋପକରଣ କ୍ରୟ କରିପାରନ୍ତି। ସମସ୍ତ ସୁବିଧା ଥାଇ ମଧ୍ୟ ପରୋକ୍ଷ ଶତ୍ରୁତାଜନିତ କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ8/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ବିଛା-: ଆଜିର ଦିନ ଆପଣଙ୍କ ଲାଗି ଖାସ୍ ରହିବ। ଆପଣଙ୍କ ଲାଗି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ। ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ। ବାକି ପଡିଥିବା ଅର୍ଥ ଫେରି ପାଇବେ। ବନ୍ଧୁଙ୍କ ମୁହଁ ସାମ୍ନାରେ ସମସ୍ୟାଟିକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି। ଯାହା କି ଅନର୍ଥର କାରଣ ହୋଇପାରେ।
Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ9/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ଧନୁ-: ଆଜି ବାଣିଜ୍ୟ ବ୍ୟବସାୟରେ ଉନ୍ନତି କରିବେ। ଆର୍ଥିକ ସ୍ଥିତି ବଦଳିବା ସହ କୌଣସି ସ୍ଥାନକୁ ଦୂରଯାତ୍ରା କରିପାରନ୍ତି। ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କର କଥାକୁ ଓଲଟା ବୁଝି ଟେନସନ୍ ରେ ରହିବେ। ଶାରୀରିକ ଅସୁସ୍ଥତା ହେତୁ କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ।
Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ10/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ମକର-: ଆଜି ପାରିବାରିକ କ୍ଷେତ୍ରରେ ସନ୍ତାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକୁ ନେଇ ଟେନସନ୍ ରେ ରହିବେ। ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ହଜିଯିବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ।
Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ11/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

କୁମ୍ଭ-: ଆଜି ବ୍ୟବସାୟ ଓ ବାଣିଜ୍ୟ ଲାଗି ଦିନଟି ଅନୁକୂଳ ନୁହେଁ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ଉପକୃତ ହେବେ। ସାମାଜିକ ସ୍ତରରେ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି। ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ।
Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ12/12

Today Horoscope: ଏହି ରାଶିଙ୍କ ଲାଗି ଦିନଟି ରହିପାରେ ଖରାପ୍!ଏମାନଙ୍କ ଲାଗି ରହିବ ଶୁଭ, ପଢନ୍ତୁ ଆଜିର ରାଶିଫଳ

ମୀନ-: ଆଜି କର୍ମକ୍ଷେତ୍ରରେ ଧୈର୍ଯ୍ୟ ସହ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାରେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ହେତୁ ଅଶାନ୍ତ ଦେଖାଦେବ। ନିଜ ବନ୍ଧୁଙ୍କ ସହ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ନ କଲେ କଳହ ସୃଷ୍ଟି ହୋଇପାରେ। ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଦେହ ମନ ଭଲ ରହିବ। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.