• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

Written ByNarmada BeheraEdited ByNarmada Behera
Published: Nov 06, 2026, 06:42 AM IST|Updated: Nov 06, 2026, 06:54 AM IST
joinshare
Horoscope Today 6 November 2026: ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

Horoscope Today 6 November 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ ।  ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୬ ହେଉଛି ଶୁକ୍ରବାର।  ତେବେ,ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

ମେଷ ରାଶି1/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ମେଷ-ଦିନଟି ଶୁଭ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଆର୍ଥିକ ଲାଭ ମିଳିବ। ନିଜ ସନ୍ତାନଙ୍କ ଠାରୁ ଗୁଡ୍ ନ୍ୟୁଜ୍ ମିଳିପାରେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବୃଷ ରାଶି2/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ବୃଷ- ଦିନଟି ଆପଣଙ୍କ ଲାଗି ଏତେ ଖାସ୍ ରହିବ ନାହିଁ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବ। କାର୍ଯ୍ୟକ୍ଷେତ୍ରରେ ଟିକେ ସତର୍କ ରହିବାକୁ ପଡିବ। ବିଶେଷକରି, ଅନାବଶ୍ୟକ ବିବାଦରୁ ଦୂରେଇ ରହିବା ଭଲ ହେବ। ରାଜନେତାଙ୍କୁ ନୂଆ ଦାୟିତ୍ୱ ମିଳିବ। ପରିବାରର ସମର୍ଥନ ପାଇବେ।
ମିଥୁନ ରାଶି3/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ମିଥୁନ-ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ। ପରିବାରରେ ହସ-ଖୁସିର ଲହରୀ ଦେଖିବାକୁ ମିଳିବ। ଆର୍ଥିକ ଦିଗରେ ସତର୍କ ରୁହନ୍ତୁ। ପ୍ରତ୍ୟକ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ମିଳିବ। ଯାତ୍ରା ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବ।
କର୍କଟ ରାଶି4/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

କର୍କଟ- ଦିନଟି ଶୁଭ ରହିବ। ବ୍ୟବସାୟରେ ଲାଭ ବଢିବ। ଦିର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଅନାବଶ୍ୟକ ଖର୍ଚ୍ଚ ବଢିବ। ନୂଆ ଘର କିମ୍ବା ଜମି କ୍ରୟ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ।
ସିଂହ ରାଶି5/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ସିଂହ- ଆଜି ଆପଣଙ୍କ ବହୁ ଦିନର ପୁରୁଣା ଇଚ୍ଚା ପୁରଣ ହୋଇପାରେ। ବ୍ୟବସାୟରେ ଲାଭ ମିଳିବା ସହ ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ଦେଉଛନ୍ତି । ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ଲାଭ କରିବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବା ସହ ଧାର୍ମିକ କାର୍ଯ୍ୟରେ ମନ ଲାଗିବ।
କନ୍ୟା ରାଶି6/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

କନ୍ୟା- ଆଜି ବ୍ୟବସାୟଙ୍କ ଲାଗି ଦିନଟି ଅନୁକୂଳ ରହିବ। ନୂଆ ନିବେଶ କରିପାରିବେ। ବାକି ପଡିଥିବା ଅର୍ଥ ମିଳିପାରେ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ, ନଚେତ ଅଯଥା ବିବାଦରେ ଫସି ପାରନ୍ତି। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।
ତୁଳା ରାଶି7/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ତୁଳା- ନିଜ ପ୍ରିୟଜନଙ୍କ ସହ ସମୟ କାଟିବେ। ପାର୍ଟନରସିପ୍ ବ୍ୟବସାୟରେ ଶୁଭ ଫଳ ମିଳିବ। ବ୍ୟବସାୟରେ ନୂତନ ଚୁକ୍ତି ଫାଇନାଲ୍ ହେବ। ବ୍ୟବସାୟିକ ଆଲୋଚନା ସଫଳ ହେବ। ମନୋବଳ ଦୃଢ଼ ରହିବ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ଦୂର ଯାତ୍ରାର ଯୋଗ ଅଛି।
ବିଛା ରାଶି8/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ବିଛା- ଆଜି କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବା ସହ ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। କୌଣସି କଥାକୁ ନେଇ ମନ ଅଶାନ୍ତ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବା ସହ ନିଜ ସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।
ଧନୁ ରାଶି9/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ଧନୁ- ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ।ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ।
ମକର ରାଶି10/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ମକର- ଆଜି ଅନାବଶ୍ୟକ କ୍ରୋଧ ଓ ବିବାଦରୁ ଦୂରେଇ ରହିବା ଭଲ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଘରେ କୌଣସି କଥାକୁ ନେଇ ନିଜ ପିତାମାତାଙ୍କ ସହ ଯୁକ୍ତିତର୍କ ହୋଇପାରେ। ସ୍ଥିତି ସୁଦୃଢ଼ ହେବା ସହ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ଓ ସହଯୋଗ ପାଇବ।
କୁମ୍ଭ ରାଶି11/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

କୁମ୍ଭ- ଅଫିସରେ କୌଣସି କଥାକୁ ନେଇ ବଡ଼ ଧରଣର ଯୁକ୍ତିତର୍କ ବରିଷ୍ଠ ଅଧିକାରୀଙ୍କ ସହ ହୋଇପାରେ। ସହକର୍ମୀଙ୍କ ସହ ପୁରୁଣା ବିବାଦର ସମାଧାନ ହେବ। ପରିବାରର ସହଯୋଗ ପାଇବେ ସତ ହେଲେ ଆର୍ଥିକ ସ୍ଥିତି ଭଲ ରହିବ ନାହିଁ। ଅନଲାଇନ୍ ଯୋଗେ ନୂଆ ବନ୍ଧୁ ମିଳିପାରନ୍ତି। ଟଙ୍କା ଦେଣନେଣରେ ସତର୍କ ରୁହନ୍ତୁ।
ମୀନ ରାଶି12/12

Today Horoscope: ଧନତେରାସରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ପଢନ୍ତୁ ଆଜିର ରାଶିଫଳ

ମୀନ- ପ୍ରତ୍ୟକ କାର୍ଯ୍ୟରେ ଆତ୍ମବିଶ୍ୱାସ ବଢ଼ିବା ସହ ସଫଳତା ଲାଭ ଓ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହେବ। ମାନସିକ ଅଶାନ୍ତି ଦେଖାଦେବ। ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇପାରନ୍ତି। (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.