SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Dwidwadash Yog 2026: ଦ୍ବିଦାଶ ଯୋଗ ବଦଳାଇବ ଏହି ୩ରାଶିଙ୍କ ଭାଗ୍ୟ, ଚାକିରିରେ ମିଳିବ ପ୍ରମୋସନ୍

Dwidwadash Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅକ୍ଟୋବର ୩୧ରେ ବୃହସ୍ପତି ଅକ୍ଟୋବର ୨୧ ରୁ କର୍କଟ ରାଶିରୁ ସିଂହ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ମଙ୍ଗଳ ଓ ବୃହସ୍ପତିଙ୍କ ମିଳନ ଦ୍ବାଦ୍ବଶ ଯୋଗ ସୃଷ୍ଟି କରୁଛି। ଏହି ଦ୍ବାଦଶ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି।...

Written By Narmada Behera Edited By Narmada Behera
Published: Oct 24, 2026, 11:48 AM IST | Updated: Oct 24, 2026, 11:51 AM IST
Image Credit: ଦ୍ବିଦାଶ ଯୋଗ ବଦଳାଇବ ଏହି ୩ରାଶିଙ୍କ ଭାଗ୍ୟ, ଚାକିରିରେ ମିଳିବ ପ୍ରମୋସନ୍
Join

Dwidwadash Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅକ୍ଟୋବର ୩୧ରେ ବୃହସ୍ପତି  ଅକ୍ଟୋବର ୨୧ ରୁ କର୍କଟ ରାଶିରୁ ସିଂହ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ମଙ୍ଗଳ ଓ ବୃହସ୍ପତିଙ୍କ ମିଳନ ଦ୍ବାଦ୍ବଶ ଯୋଗ ସୃଷ୍ଟି କରୁଛି। ଏହି ଦ୍ବାଦଶ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି।...

କର୍କଟ-: ଦ୍ବିଦାଶ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ଭର ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ।  କର୍ମକ୍ଷେତ୍ରରେ ଉଚ୍ଚ ପଦନ୍ତ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ମିଳିବ। ପରିବାର ସହ ହୋଇଥିବା ମତଭେଦ ଦୂର ହେବ।  ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ । ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। ସଂଚୟ କରିବେ। ହେଲେ, ପ୍ରେମ ଜୀବନ ଏତେ ଖାସ୍ ରହିବ ନାହିଁ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ପରିବାର ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଧନଲାଭର ଯୋଗ ରହିଛି।  

ତୁଳା-: ତୁଳା ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ। ବେକାରୀମାନଙ୍କୁ ଚାକିରି ମିଳିପାରେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଲାଗି ସମୟ ଅନୁକୁଳ ରହିବ। ପରିବାର ସହ ଭଲ ସମୟ ଅତିବାହିତ କରିପାରନ୍ତି। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ନୂଆ ପ୍ରୋଜେକ୍ଟ ସରକାରଙ୍କ ତରଫରୁ ମିଳିପାରେ। ସେୟାର ମାର୍କେଟ୍ ରେ ନିବେଶ କଲେ ଦ୍ବି-ଗୁଣା ଲାଭ ପାଇବେ। ଋଣ ଦେଇଥିଲେ ଫେରିପାଇବେ। ସିଙ୍ଗଲ୍ ଥିବା ଲୋକେ ମାନେ ପ୍ରେମରେ ପଡି଼ପାରନ୍ତି।

ALSO READ: Ketu Gochar 2026: ବର୍ଷ ଶେଷରେ କେତୁ ଚଳାଇବେ ବଡ଼ ଚାଲ୍, ୪ ରାଶିଙ୍କ ଆରମ୍ଭ ହେବ ଗୋଲଡେନ୍ ଟାଇମ୍

ALSO READ: Jupiter Transit 2026: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, କୋଟିପତି ହେବେ ୫ରାଶି!

ଧନୁ-: ଦ୍ବିଦାଶ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି,ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଚାକିରି କରୁଥିବା ଲୋକଙ୍କ ଆୟ ବଢିବ। ସମାଜରେ ମାନ-ସମ୍ମାନ ବଢିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲ୍ଟ କରିବେ। ଆୟ ବଢିବା ସହ ସ୍ବାସ୍ଥ୍ୟ ଭଲ ରହିବ। ନୂଆ ଘର କିମ୍ବା ଜମି କ୍ରୟର ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବ।


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES