SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Jupiter transit 2027: ବୃହସ୍ପତିଙ୍କ ଚଳନ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ!

Jupiter transit 2027: ବୃହସ୍ପତିଙ୍କ ଚଳନ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ!

Written By Narmada Behera Edited By Narmada Behera
Published: Nov 21, 2026, 18:09 IST | Updated: Nov 21, 2026, 18:11 IST
Image Credit: Representative - Social Media
Join

Jupiter transit 2027: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ୨୪ ଜାନୁଆରୀ ୨୦୨୭ରେ  ପୁନର୍ବାର କର୍କଟ ରାଶିରେ ପ୍ରବେଶ କରିବେ।  ସେ ଏହି ରାଶିରେ ୨୫ ଜୁନ୍ ୨୦୨୭ ପର୍ଯ୍ୟନ୍ତ  ରହିବେ।  ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...

କର୍କଟ-: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଆଣିଥିବା ଧାର-କରଜ ଟଙ୍କା ସୁଝିବାରେ ସଫଳ ହେବେ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ।  ସ୍ବାସ୍ଥ୍ୟ ଭଲ ରହିବ।

ବୃଷ-: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ବ୍ୟବସାୟରେ ଫସି ରହିଥିବା ଟଙ୍କା ମିଳିବ। ପରିବାରରେ ଦିର୍ଘ ଦିନ ଧରି, ଚାଲିଥିବା ମନୋମାଳିନ୍ୟ ଦୂର ହେବ। କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବଷ

ମିଥୁନ-: ବୃହସ୍ପତି ଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି,ଆର୍ଥିକ ସ୍ଥିତି ଭଲ ରହିବ। କୌଣସି ପ୍ରକାର ନୂତନ ଉତ୍ସର ଟଙ୍କା ଆସିପାରେ। ପାରିବାରରେ ହସ-ଖୁସି ର ମାହୋଲ୍ ଦେଖାଯିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।କ୍ୟାରିୟରେ ଖୁସି ଖବର ପାଇବେ। କର୍ମକ୍ଷେତ୍ରରେ ଦାୟିତ୍ବ ବଢିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିବ।


କର୍କଟ-: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଏ-ହି ସମୟରେ ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟରରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ ପଡି ରହିଥିବା ଅଧା କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ଯୋଗ ଫିଟିବ। ନବ ବିବାହିତ ଲୋକେ ସନ୍ତାନ ପ୍ରାପ୍ତ ନେଇ ଖୁସି ଖବର ପାଇବେ। ସୁଖ-ସମୃଦ୍ଧି ବୃଦ୍ଧି ପାଇବ।

କନ୍ୟା-: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଜମି, କୋଠା କିମ୍ବା ନୂଆ ଗାଡି କ୍ରୟ କରିବାର ଯୋଗ ରହିଛି। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ପ୍ରେମ ଜୀବନ ଭଲ ରହିବ।

ତୁଳା-:ବୃହସ୍ପତିଙ୍କ ଚଳନ  ଏହି ରାଶି ପାଇଁ ବେଶ୍ ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବା ସହ ଭାଗ୍ୟ ଆପଣଙ୍କ ସମର୍ଥନରେ ରହିବ। ସରକାରୀ ଚାକିରି କରୁଥିବା ଲୋକଙ୍କର କୌଣସି ମନ ପସନ୍ଦର ସ୍ଥାନକୁ ଟ୍ରାନ୍ଫଫର ହୋଇପାରେ। ସନ୍ତାନଙ୍କ ଠାରୁ ଗୁ଼ଡ୍ ନ୍ୟୁଜ୍ ମିଳିପାରେ।


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES