• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Shubh Sanyog 2026:ନବରାତ୍ରୀରେ ୧୦୦ ବର୍ଷରେ ପଡି଼ଛି ଦୁର୍ଲଭ ଯୋଗ, ୪ ରାଶି ହେବେ ମାଲାମାଲ୍

Shubh Sanyog 2026:ନବରାତ୍ରୀରେ ୧୦୦ ବର୍ଷରେ ପଡି଼ଛି ଦୁର୍ଲଭ ଯୋଗ, ୪ ରାଶି ହେବେ ମାଲାମାଲ୍

ନବରାତ୍ରୀରେ ୧୦୦ ବର୍ଷରେ ପଡି଼ଛି ଦୁର୍ଲଭ ଯୋଗ, ୪ ରାଶି ହେବେ ମାଲାମାଲ୍

Written ByNarmada BeheraEdited ByNarmada Behera
Published: Oct 13, 2026, 10:50 PM IST|Updated: Oct 13, 2026, 10:52 PM IST
joinshare
Shubh Sanyog 2026:ନବରାତ୍ରୀରେ ୧୦୦ ବର୍ଷରେ ପଡି଼ଛି ଦୁର୍ଲଭ ଯୋଗ, ୪ ରାଶି ହେବେ ମାଲାମାଲ୍
Image Credit: ନବରାତ୍ରୀରେ ୧୦୦ ବର୍ଷରେ ପଡି଼ଛି ଦୁର୍ଲଭ ଯୋଗ, ୪ ରାଶି ହେବେ ମାଲାମାଲ୍

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Shubh Sanyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,  ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଛି ନବରାତ୍ରୀ। ଯାହା ୧୯ ତାରିଖ ଯାଏଁ ଚାଲିବ। ଏ-ହି ସମୟରେ ଦିର୍ଘ ୧୦୦ ବର୍ଷ ପରେ ପଡି଼ଛି ଦୁର୍ଲଭ ଓ ବିରଳ ଶୁଭ ସଂଯୋଗ। ଚନ୍ଦ୍ର -ବୃହସ୍ପତି ଓ ବୁଧ-ଶୁକ୍ରଙ୍କ ମିଳିତ ସଂଯୋଗରେ ବୁଦ୍ଧାଦିତ୍ୟ ଯୋଗ, କେନ୍ଦ୍ରୀୟ  ଗଜକେଶପୀ ଯୋଗ ସୃଷ୍ଟି ହୋଇଛି। ଯାହା କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ପ୍ରମାଣିତ ହେବ।  

    ମେଷ-: ନବରାତ୍ରୀ ରେ ପଡ଼ିଥିବା ଦୁର୍ଲଭ ଯୋଗ  ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ପ୍ରମାଣିତ ହେବ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରି ଆସିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଏକ ବଡ଼ ଡିଲ୍ ଫାଇନାଲ୍ ହେବ। ପରିବାର ସହ ଭଲ ସମୟ ଅତିବାହିତ କରିବେ।

    କର୍କଟ-:ନବରାତ୍ରୀରେ ପଡ଼ିଥିବା ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ବ୍ୟବସାୟୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟର କୌଣସି ଏକ ନୂଆ ବ୍ୟବସାୟ ଆରମ୍ଭ କଲେ ବେଶ୍ ଦୁଇ ପଇସା ଲାଭ ହେବ।  ସ୍ବାସ୍ଥ୍ୟ ଭଲ ରହିବ।ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

    ସିଂହ-:ନବରାତ୍ରୀରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ଯଦି କୌଣସି ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି,ଏହି ସମୟରେ କରନ୍ତୁ ଭଲ ରିଟର୍ଣ୍ଣ  ପାଇବେ।  ସରକାରୀ ଚାକିରି ଆଶାୟୀଙ୍କ ସ୍ବପ୍ନ ପୂରା ହେବ। ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ।    

    ତୁଳା-: ନବରାତ୍ରୀରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ଏହି ସମୟ ମଧ୍ୟରେ କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ବ୍ୟବସାୟରେ ଅଗ୍ରଗତି କରିବେ। ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ।


    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

     

    Add Zee News as a Preferred Source
    TAGS:
    Astrology