• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଉପଯୋଗିତା
  • /Gold Rate Today: ଧନତେରସରେ ସୁନାଦରରେ ବୃହତ ହ୍ରାସ! କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍

Gold Rate Today: ଧନତେରସରେ ସୁନାଦରରେ ବୃହତ ହ୍ରାସ! କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍

Gold Rate Today: ଆଜି ଧନତେରାସ୍ । ସୁନା ରୂପା କିଣିବା ପାଇଁ ଭଲ ଦିନ। ଲୋକେ ଏହି ଦିନଟି ଦିର୍ଘ ଦିନ ଧରି ଚାହିଁ ରହିଥାଆନ୍ତି। ବିଶ୍ବାସ ରହିଛି ଯେ,ଏହି ଦିନ ସୁନା ରୂପା କ୍ରୟ କଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରୂପା ରେଟ୍?

Written ByNarmada BeheraEdited ByNarmada Behera
Published: Nov 06, 2026, 11:28 AM IST|Updated: Nov 06, 2026, 11:31 AM IST
joinshare
Gold Rate Today: ଧନତେରସରେ ସୁନାଦରରେ ବୃହତ ହ୍ରାସ! କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍
Image Credit: Representative - AI / Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Gold Rate Today: ଆଜି ଧନତେରାସ୍ । ସୁନା ରୂପା କିଣିବା ପାଇଁ ଭଲ ଦିନ। ଲୋକେ ଏହି ଦିନଟି ଦିର୍ଘ ଦିନ ଧରି ଚାହିଁ ରହିଥାଆନ୍ତି। ବିଶ୍ବାସ ରହିଛି ଯେ,ଏହି ଦିନ ସୁନା ରୂପା କ୍ରୟ କଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରୂପା ରେଟ୍?

    ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୩୦,୨୯୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୪୨, ୧୪୦ ଟଙ୍କା ରହିଛି। ସେହିପରି ନୂଆଦିଲ୍ଲୀରେ ୨୨ ଓ ୨୪ କ୍ୟାରେଟ୍ ର ଦାମ୍ ୧୨୯,୮୨୮ ଓ ୧୪୧ ,୬୩୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ର ଦାମ୍ ୧୩୦,୦୫୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧୪୧,୮୮୦ ଟଙ୍କା ରହିଛି। ଚେନ୍ନାଇରେ  ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ କୁ ୧୩୦,୪୩୩ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେଟ୍ ୧୪୨,୨୯୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍  ୧୩୦,୦୯୩ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୪୧,୯୨୦ ଟଙ୍କା ରହିଛି। ଏଠାରେ ୧୦ ଗ୍ରାମ୍ ପିଛା ୨୩୨୦ ଟଙ୍କ ହ୍ରାସ ହୋଇଛି। ଏବଂ ରୂପା କେଜି ୧୮୩,୭୪୦.୦୦ ଟଙ୍କା ଥିବା ବେଳେ କେଜି ପିଛା ୩୫୧୦ ଟଙ୍କା କମିଛି।


    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ବିଜନେସ୍ ଓ୍ବେବସାଇଟ୍ https://bullions.co.in/ ଉପରେ ଆଧାରିତ। )

     

    Add Zee News as a Preferred Source
    TAGS:
    Dhanteras