• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଉପଯୋଗିତା
  • /UGC NET 2026:ଡିସେମ୍ବର ୧୪ରୁ ୟୁଜିସି ନେଟ୍

UGC NET 2026:ଡିସେମ୍ବର ୧୪ରୁ ୟୁଜିସି ନେଟ୍

ୟୁଜିସି ନେଟ୍ ଡିସେମ୍ବର ୨୦୨୬ ପାଇଁ ଆବେଦନ ଆରମ୍ଭ ହୋଇଛି। ଚଳିତ ମାସ ୨୮ ତାରିଖ ଯାଏଁ ଅନଲାଇନ୍ ଆବେଦନ ସୁଯୋଗ ରହିଛି। ନଭେମ୍ବର ୨ ରୁ ୪ ତାରିଖ ମଧ୍ୟରେ ଆବେଦନକାରୀ ଆବେଦନ ପତ୍ର ସଂଶୋଧନ କରିପାରିବେ।

Written ByNarmada BeheraEdited ByNarmada Behera
Published: Oct 11, 2026, 05:17 PM IST|Updated: Oct 11, 2026, 05:19 PM IST
joinshare
UGC NET 2026:ଡିସେମ୍ବର ୧୪ରୁ ୟୁଜିସି ନେଟ୍
Image Credit: UGC NET 2026:ଡିସେମ୍ବର ୧୪ରୁ ୟୁଜିସି ନେଟ୍

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    UGC NET 2026: ୟୁଜିସି ନେଟ୍ ଡିସେମ୍ବର ୨୦୨୬ ପାଇଁ ଆବେଦନ ଆରମ୍ଭ ହୋଇଛି। ଚଳିତ ମାସ ୨୮ ତାରିଖ ଯାଏଁ  ଅନଲାଇନ୍ ଆବେଦନ ସୁଯୋଗ ରହିଛି।  ନଭେମ୍ବର ୨ ରୁ ୪ ତାରିଖ ମଧ୍ୟରେ ଆବେଦନକାରୀ ଆବେଦନ ପତ୍ର ସଂଶୋଧନ କରିପାରିବେ। ଡିସେମ୍ବର ୧୪ ରୁ ୧୯ ମଧ୍ୟରେ ପରୀକ୍ଷା ହେବ।  ଏନେଇ  ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଜ୍ଞପ୍ତି ଅନୁସାରେ ୟୁଜିସି ନେଟ୍ ଆବେଦନ ପାଇଁ  ସାଧାରଣ ବର୍ଗର ଛାତ୍ରଛାତ୍ରୀ ୧୧୫୦ ଟଙ୍କା ଫି ଅନଲାଇନ୍ ଆବେଦନ କରିବେ।

     

     ତେବେ, ସାଧାରଣ ବର୍ଗ ଆର୍ଥିକ ଅନଗ୍ରସର ଶ୍ରେଣୀ ଏବଂ ଓବିସି ଏନସିଏଲ୍ ବର୍ଗର ଛାତ୍ରଛାତ୍ରୀ ୬୦୦ ଟଙ୍କା ଦାଖଲ କରିବେ। ଏସସ୍, ଏସଟି, ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗି ବର୍ଗର ଛାତ୍ରଛାତ୍ରୀ ଆବେଦନ ପାଇଁ  ଫି ୩୨୫ ଟଙ୍କା ରଖାଯାଇଛି।  ଯେଉଁ ଛାତ୍ରଛାତ୍ରୀ ବିଳମ୍ବରେ  ଫର୍ମ ଆବେଦନ କରିବେ ସେମାନଙ୍କୁ  ଅକ୍ଟୋବର ୨୯ ରୁ ୩୧ ତାରିଖ ଯାଏଁ ସୁଯୋଗ ପ୍ରଦାନ କରାଯିବ। ମାତ୍ର ଆବେଦନ ଫି ସହ ଅତିରିକ୍ତ ୫୦୦ ଟଙ୍କା ଦାଖଲ କରିବାକୁ ପଡିବ। ପରୀକ୍ଷା ସବସିଡି ମୋଡ୍ ରେ କରାଯିବ। ଏନେଇ ସମସ୍ତ ସୂଚନା ଏନଟିଏ ଓ୍ବେବସାଇଟ୍ https:ugcnet.nta.nic.in/ ରେ ରହିଛି।
     

    Add Zee News as a Preferred Source
    TAGS:
    Odia News