• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Kotia News: ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା ନେଇ...

Kotia News: ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା ନେଇ...

Kotia News: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା କରିଥିବାରୁ ଉଦ୍‌ବେଗ ଜଣାଇଛନ୍ତି। ଏନେଇ ପ୍ରସ୍ତାବ ଉପେ ପଦକ୍ଷେପ ନେବାକୁ କହିଛନ୍ତି। ଏହାସହ ଓଡ଼ିଶାର ଭୌଗଳିକ ଅଖଣ୍ତତା ରକ୍ଷା କରିବା ଲାଗି ମୋହନ ମାଝୀଙ୍କୁ ଅନୁରୋଧ କରିଛନ୍ତି।

Written ByNarmada BeheraEdited ByNarmada Behera
Published: Oct 19, 2026, 08:59 PM IST|Updated: Oct 19, 2026, 09:06 PM IST
joinshare
Kotia News: ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା ନେଇ...
Image Credit: କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା ନେଇ...

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Kotia News: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା କରିଥିବାରୁ ଉଦ୍‌ବେଗ ଜଣାଇଛନ୍ତି। ଏନେଇ ପ୍ରସ୍ତାବ ଉପେ ପଦକ୍ଷେପ ନେବାକୁ କହିଛନ୍ତି। ଏହାସହ ଓଡ଼ିଶାର ଭୌଗଳିକ ଅଖଣ୍ତତା  ରକ୍ଷା କରିବା ଲାଗି ମୋହନ ମାଝୀଙ୍କୁ ଅନୁରୋଧ କରିଛନ୍ତି।

    ନବୀନ ପଟ୍ଟନାୟକ ଲେଖିଥିବା ପ୍ରଶ୍ନ କରିଛନ୍ତି ଯେ, କୋଟିଆ ସମ୍ବନ୍ଧୀୟ ଏହି ପ୍ରସଙ୍ଗ ଉପରେ ସରକାର କି ପ୍ରତିକ୍ରିୟା ରଖିବ। ଡବଲ୍ ଇଞ୍ଜିନ୍ ସରକାର ନିର୍ବାଚନ ଇସ୍ତାହାରରେ କୋଟିଆ ବିବାଦ ଦୂର ପାଇଁ କହିଥିଲେ ପ୍ରତିଶ୍ରୃତି ଦେଇଥିଲେ। ସେହି ପ୍ରତିଶ୍ରୃତିକୁ ମନେପକାଇ ଦେଇଛନ୍ତି ନବୀନ। ଯେଉଁଥିରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ଓ ଓଡ଼ିଶାର ଭୌଗଳିକ ସ୍ବାର୍ଥ ରକ୍ଷା କରିବାରେ ବିଜେପି ସରକାର ପ୍ରତିଶ୍ରୃତି ଦେଇଥିଲେ।  ଏବଂ ବିଜେଡି ସରକାର ଥିବା ସମୟରେ ସେ ଓଡ଼ିଶାର ଭୌଗଳିକ ଅଖଣ୍ତତା ରକ୍ଷା କରିବା ପାଇଁ ଲଢେଇ କରିଥିଲେ। କେବଳ ସେତିକି ନୁହେଁ, କୋଟିଆ ବିବାଦ ଦୂର ପାଇଁ ୨୦୨୪ ନିର୍ବାଚନ ଇସ୍ତାହାରରେ କୁହାଯାଇଥିଲା।

     

     

     

    ALSO READ: Puri News: ନିଜକୁ IAS ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ୍, ଅଭିଯୁକ୍ତ ଗିରଫ

    ଡବଲ ଇଞ୍ଜିନ ସରକାରରେ ବିବାଦର ସମାଧାନ୍ କରିବା ସହ କୋଟିଆ ଉପରେ ଓଡ଼ିଶାର ଅଧିକାର ଅକ୍ଷୁଣ୍ଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ସେହି ସମୟରେ ବି ବିଜେପି ନେତାମାନେ ଦୃଢ଼ତାର ସହ କହିଥିଲେ ଯେ, କୋଟିଆ ଓଡ଼ିଶାର ଅଟେ  ଏବଂ  ଗୋ- ବ୍ୟାକ୍ ଆନ୍ଧ୍ର ବୋଲି ସ୍ଲାଗୋନ୍ ବି ଦେଇଥିଲେ। ଏହି ପ୍ରତିଶ୍ରୃତି ଗୁଡିକ ଏବେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ନବୀନ। ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ରହିଛନ୍ତି,ତେବେ ଏହାରି ଭିତରେ ଆନ୍ଧ୍ର କିପରି ନିର୍ବାଚନ କରିବ?ଏନେଇ ଉଦବେଗ୍ ପ୍ରକାଶ କରି ରାଜ୍ୟ ସରକାର ଛାରୁ ସ୍ପଷ୍ଟୀକରଣ ମାଗିଛନ୍ତି ?  ବିଜେପିର ସ୍ଲୋଗାନ୍ ଗୋ ବ୍ୟାକ୍ ଆନ୍ଧ୍ର କେବଳ ନିର୍ବାଚନୀ ପ୍ରତିଶ୍ରୃତି ଥିଲା କି?ଏନେଇ ରାଜ୍ୟ ସରକାର ଓଡ଼ିଶା ସ୍ବାର୍ଥ ରକ୍ଷା କରିବା ଏବଂ କୋଟିଆ ଉପରେ ନିଜର ହକ୍ ସାବ୍ୟସ୍ତ କରିବା ନେଇ ଆବଶ୍ୟକୀୟ ପକକ୍ଷେପ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି।

     

    Add Zee News as a Preferred Source
    TAGS:
    Odia News