• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Train: ଜାନୁଆରୀରୁ ବଦଳିବ ଟ୍ରେନ୍ ନମ୍ବର ଓ ଶ୍ରେଣୀ, ଯାତ୍ରା ପୂର୍ବରୁ...

Train: ଜାନୁଆରୀରୁ ବଦଳିବ ଟ୍ରେନ୍ ନମ୍ବର ଓ ଶ୍ରେଣୀ, ଯାତ୍ରା ପୂର୍ବରୁ...

Train: ଜାନୁଆରୀ ୨୦୨୭ ରୁ ବିଭିନ୍ନ ଟ୍ରେନର ନମ୍ବର  ଓ ଶ୍ରେଣୀରେ ପରିବର୍ତ୍ତନ କରାଯିବ।  ସୁପର ଫାଷ୍ଟ ଶ୍ରେଣୀରୁ ମେଲ୍ /ଏକ୍ସପ୍ରେସ୍ ଶ୍ରେଣୀକୁ  ପରିବର୍ତ୍ତନ ଅନୁଯାୟୀ ଏହି ନୂତନ  ନମ୍ବର ଗୁଡିକ  ନିର୍ଦ୍ଦିଷ୍ଟ ତାରିଖରୁ କାର୍ଯ୍ୟକାରୀ ହେବ।  ଏହି କ୍ରମରେ ଆସନ୍ତା  ଜାନୁଆରୀ ୧ ରୁ  ହାଓ୍ବଡା-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ପପ୍ରେସ୍ ନୂତନ ନମ୍ବର ୧୮୦୭୩ ଏବଂ କଣ୍ଟାବାଞ୍ଜି -ହାଓ୍ବାଡା ଏକ୍ସପ୍ରେସ୍  ନୂତନ ନମ୍ବର ୧୮୦୭୪ ସହ ଚଳାଚଳ କରିବ।  ସେହିପରି,ଜାନୁଆରୀ ୨ରୁ ହାଓ୍ବଡା-ଜିନାଗଡ଼ ରୋଡ୍ ଇସ୍ପାତ୍ ଏକ୍ସପ୍ରେସ୍ ର ନୂତନ ନମ୍ବର ୧୮୦୭୧ ଜାନୁଆରୀ ୩ରୁ ଲାଗୁ ହେବ।

Written ByNarmada BeheraEdited ByNarmada Behera
Published: Nov 05, 2026, 09:26 AM IST|Updated: Nov 05, 2026, 09:28 AM IST
joinshare
Train: ଜାନୁଆରୀରୁ ବଦଳିବ ଟ୍ରେନ୍ ନମ୍ବର ଓ ଶ୍ରେଣୀ, ଯାତ୍ରା ପୂର୍ବରୁ...
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Train: ଜାନୁଆରୀ ୨୦୨୭ ରୁ ବିଭିନ୍ନ ଟ୍ରେନର ନମ୍ବର  ଓ ଶ୍ରେଣୀରେ ପରିବର୍ତ୍ତନ କରାଯିବ।  ସୁପର ଫାଷ୍ଟ ଶ୍ରେଣୀରୁ ମେଲ୍ /ଏକ୍ସପ୍ରେସ୍ ଶ୍ରେଣୀକୁ  ପରିବର୍ତ୍ତନ ଅନୁଯାୟୀ ଏହି ନୂତନ  ନମ୍ବର ଗୁଡିକ  ନିର୍ଦ୍ଦିଷ୍ଟ ତାରିଖରୁ କାର୍ଯ୍ୟକାରୀ ହେବ।  ଏହି କ୍ରମରେ ଆସନ୍ତା  ଜାନୁଆରୀ ୧ ରୁ  ହାଓ୍ବଡା-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ପପ୍ରେସ୍ ନୂତନ ନମ୍ବର ୧୮୦୭୩ ଏବଂ କଣ୍ଟାବାଞ୍ଜି -ହାଓ୍ବାଡା ଏକ୍ସପ୍ରେସ୍  ନୂତନ ନମ୍ବର ୧୮୦୭୪ ସହ ଚଳାଚଳ କରିବ।  ସେହିପରି,ଜାନୁଆରୀ ୨ରୁ ହାଓ୍ବଡା-ଜିନାଗଡ଼ ରୋଡ୍ ଇସ୍ପାତ୍ ଏକ୍ସପ୍ରେସ୍ ର ନୂତନ ନମ୍ବର ୧୮୦୭୧ ଜାନୁଆରୀ ୩ରୁ ଲାଗୁ ହେବ।  

    ALSO READ: Ap Eletion 2026: ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ,ହାଇ ଆଲର୍ଟରେ ବିବାଦୀୟ କୋଟିଆ,୨୧ ଗାଁରେ ୧୬୩ କଟକଣା ଲାଗୁ...

    ALSO READ: Bhubaneswar Crime News:ପୁଣି ଗର୍ଜିଲା ବନ୍ଧୁକ,ରାଜଧାନୀରେ ଗୁଳିକାଣ୍ତରେ ଚାଲିଗଲା ଜଣଙ୍କ ଜୀବନ

    ଏଥିସହ ଜାନୁଆରୀ ୪ ତାରିଖରୁ ଏର୍ଣ୍ଣାକୁଲମ୍ -ପାଟନା ଏକ୍ସପ୍ରେସ୍ ର ୧୬୩୫୯ ଏବଂ ପାଟନା ଏର୍ଣ୍ଣକୁଲମ୍  ଏକ୍ସପ୍ରେସ୍ ର ନୂତନ ନମ୍ବର ୧୬୩୬୦ ଜାନୁଆରୀ ୧ ଠାରୁ ଲାଗୁ ହେବ। ଭୁବନେଶ୍ବର ପୁରୁଣା କଟକ  ସୁପରଫାଷ୍ଟ ଏକ୍ପପ୍ରେସ୍  ନୂତନ ନମ୍ବର  ୧୮୪୧୧ ଏବଂ  ପୁରୁଣା କଟକ ଭୁବନେଶ୍ବର ସୁପରଫାଷ୍ଟ ଏକ୍ସପ୍ରେସ୍ ର ନୂଆ ନମ୍ବର ୧୮୪୧୨ ଜାନୁଆରୀ ୬ ଠାରୁ ଲାଗୁ ହେବ।  ପୁରୀ-ଜସବନ୍ତପୁର ସୁପରଫାଷ୍ଟ ଏକ୍ପପ୍ରେସ୍  ନୂତନ ନମ୍ବର ୧୮୪୨୯ ଜାନୁଆରୀ ୮ ଏବଂ ଯଶବନ୍ତପୁର -ପୁରୀ ସୁପରଫାଷ୍ଟ  ଏକ୍ପପ୍ରେସ୍ ର ୧୮୪୩୦ ନମ୍ବର ଜାନୁଆରୀ ୯ ଠାରୁ ଲାଗୁ ହେବ।  ଏହା ବ୍ୟତୀତ  ବିଶାଖାପାଟଣା-ଅମୃତସର ହୀରାକୁଦ୍ ଏକ୍ପପ୍ରେସ୍  ନୂଆ ନମ୍ବର  ୧୮୫୧୩ ଜାନୁଆରୀ ୫  ଏବଂ ଅମୃତସର-ବିଖାଶାପାଟଣା ହୀରାକୁଦ୍ ଏକ୍ସପ୍ରେସ୍ ର ନୂତନ ନମ୍ବର ୧୮୫୧୪ ଜାନୁଆରୀ ୯ ଠାରୁ କାର୍ଯ୍ୟକାରୀ ହେବ। ଯାତ୍ରୀମାନଙ୍କୁ ପରିବର୍ତ୍ତିତ  ଟ୍ରେନ ନମ୍ବର ସମ୍ପର୍କରେ  ଅବଗତ ହୋଇ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।  

     

    Add Zee News as a Preferred Source
    TAGS:
    Odia News