• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଭୁବନେଶ୍ୱର
  • /Odisha News:ଜାତୀୟ ମଞ୍ଚରେ ଓଡ଼ିଶାର ଜୟଗାନ: ୟୁଏମ୍ଆଇ ଏକ୍ସପୋ-୨୦୨୬ରେ କ୍ରୁଟ୍‌ର ହ୍ୟାଟ୍ରିକ୍ ସଫଳତା!

Odisha News:ଜାତୀୟ ମଞ୍ଚରେ ଓଡ଼ିଶାର ଜୟଗାନ: ୟୁଏମ୍ଆଇ ଏକ୍ସପୋ-୨୦୨୬ରେ କ୍ରୁଟ୍‌ର ହ୍ୟାଟ୍ରିକ୍ ସଫଳତା!

Urban Mobility India Conference 2026: ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ଏହା ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ!ଅକ୍ଟୋବର ୨୪ ଓ ୨୫ ତାରିଖରେ ରାଜଧାନୀରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ଏକ୍ସପୋ ଏବଂ ନ୍ୟାସନାଲ୍ ଅର୍ବାନ୍ କନ୍‌କ୍ଲେଭ୍-୨୦୨୬।

Written ByNarmada BeheraEdited ByNarmada Behera
Published: Oct 26, 2026, 10:59 AM IST|Updated: Oct 26, 2026, 11:03 AM IST
joinshare
Odisha News:ଜାତୀୟ ମଞ୍ଚରେ ଓଡ଼ିଶାର ଜୟଗାନ: ୟୁଏମ୍ଆଇ ଏକ୍ସପୋ-୨୦୨୬ରେ କ୍ରୁଟ୍‌ର ହ୍ୟାଟ୍ରିକ୍ ସଫଳତା!
Image Credit: Odisha News:ଜାତୀୟ ମଞ୍ଚରେ ଓଡ଼ିଶାର ଜୟଗାନ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Urban Mobility India Conference 2026: ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ଏହା ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ!ଅକ୍ଟୋବର ୨୪ ଓ ୨୫ ତାରିଖରେ ରାଜଧାନୀରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ଏକ୍ସପୋ ଏବଂ ନ୍ୟାସନାଲ୍ ଅର୍ବାନ୍ କନ୍‌କ୍ଲେଭ୍-୨୦୨୬। ଆଉ ସହରାଞ୍ଚଳ ପରିବହନର ଏହି ଜାତୀୟ ମହାକୁମ୍ଭରେ ଓଡ଼ିଶାର ନିଜସ୍ୱ ପରିବହନ ସଂସ୍ଥା 'କ୍ରୁଟ୍' ନିଜର ଦବ୍‌ଦବା ଜାହିର କରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉଦ୍‌ଯାପନୀ ଉପସ୍ଥିତିରେ କ୍ରୁଟ୍ ଏକାଥରକେ ତିନୋଟି ମର୍ଯ୍ୟାଦାଜନକ ପୁରସ୍କାର ହାତେଇ ଇତିହାସ ରଚିଛି।

    ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ମେଗା ଇଭେଣ୍ଟରେ କ୍ରୁଟ୍‌ର ପ୍ୟାଭିଲିୟନ୍ ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। ଏହାର ଶୈଳୀ ଆଉ ପ୍ରଭାବଶାଳୀ ଉପସ୍ଥାପନା ଯୋଗୁଁ କ୍ରୁଟ୍‌କୁ ମିଳିଛି 'ଶ୍ରେଷ୍ଠ ପ୍ରଦର୍ଶକ'ର ମୁକୁଟ। କେବଳ ସେତିକି ନୁହେଁ, ପରିବେଶ ଅନୁକୂଳ ଯାତାୟାତ ପାଇଁ 'ଶ୍ରେଷ୍ଠ ସବୁଜ ପରିବହନ ପଦକ୍ଷେପ' ବର୍ଗରେ ଉତ୍କର୍ଷ ପୁରସ୍କାର ଏବଂ ଉନ୍ନତ ସହରାଞ୍ଚଳ ପରିବହନ ସଂସ୍କାର ପାଇଁ ପ୍ରଶଂସାମୂଳକ ସ୍ୱୀକୃତି ମଧ୍ୟ ଓଡ଼ିଶା ଖାତାକୁ ଆସିଛି। ଦର୍ଶକ ଓ ପ୍ରତିନିଧିମାନେ କ୍ରୁଟ୍‌ର ଅଭିନବ ଚିନ୍ତାଧାରା ଓ ସ୍ଥାୟୀ ଦୂରଦୃଷ୍ଟି ଦେଖି ବିମୋହିତ ହୋଇଥିଲେ।

    ALSO READ: Shukra Gochar 2026: ଏହି ତିନି ରାଶିଙ୍କୁ ଶୁଭଫଳ ଦେବେ ଶୁକ୍ର, ରହିବନି ଧନ ସମ୍ପତ୍ତିର ଅଭାବ!

    ALSO READ: Kartika Brata 2026: ଆଜିଠୁ କାର୍ତ୍ତିକ ମାସ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼

    କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି ଏକ୍ସପୋ ପ୍ରମାଣିତ କରିଛି ଯେ, ଦକ୍ଷ, ସବୁଜ ଓ ସ୍ଥାୟୀ ସାର୍ବଜନୀନ ପରିବହନ କ୍ଷେତ୍ରରେ ଓଡ଼ିଶା କେବଳ ଏକ ଉଦାହରଣ ନୁହେଁ, ବରଂ ଏକ ନୂତନ ମାର୍ଗଦର୍ଶକ। ଜାତୀୟ ସ୍ତରରେ କ୍ରୁଟ୍‌ର ଏହି ଐତିହାସିକ ତଥା ଉଲ୍ଲେଖନୀୟ ସଫଳତା ଆଜି ପ୍ରତିଟି ଓଡ଼ିଆଙ୍କ ଛାତିକୁ ଗର୍ବରେ କୁଣ୍ଢେମୋଟ କରିଦେଇଛି!
     

    Add Zee News as a Preferred Source
    TAGS:
    Odia News