• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଉପଯୋଗିତା
  • /Gold Rate Today: ୪ ଦିନରେ ୭ ହଜାର ଖସିଲା ସୁନା ରେଟ୍, ଆଜି କେତେ ରହିଛି ଦର?

Gold Rate Today: ୪ ଦିନରେ ୭ ହଜାର ଖସିଲା ସୁନା ରେଟ୍, ଆଜି କେତେ ରହିଛି ଦର?

Gold Rate Today:ସମ୍ପ୍ରତ୍ତି ସୁନା ଦର ତଳ ମୁହାଁ ରହିଛି। ରାଜଧାନୀ ଭୁବନେଶ୍ବରରେ ୪ ଦିନରେ ୬,୬୫୦ ଟଙ୍କା ସୁନା ଶସ୍ତା ହୋଇଛି ୨୨ କ୍ୟାରେଟ୍ ସୁନା । ଅନ୍ୟପକ୍ଷରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଏହି ୪ ଦିନରେ ୭,୨୦୦ ଟଙ୍କାରୁ ଅଧିକ କମିଯାଇଛି।

Written ByNarmada BeheraEdited ByNarmada Behera
Published: Nov 14, 2026, 11:51 AM IST|Updated: Nov 14, 2026, 11:54 AM IST
joinshare
Gold Rate Today: ୪ ଦିନରେ ୭ ହଜାର ଖସିଲା ସୁନା ରେଟ୍, ଆଜି କେତେ ରହିଛି ଦର?
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Gold Rate Today: ସମ୍ପ୍ରତ୍ତି ସୁନା ଦର ତଳ ମୁହାଁ ରହିଛି।  ରାଜଧାନୀ ଭୁବନେଶ୍ବରରେ ୪ ଦିନରେ ୬,୬୫୦ ଟଙ୍କା ସୁନା ଶସ୍ତା ହୋଇଛି ୨୨ କ୍ୟାରେଟ୍ ସୁନା । ଅନ୍ୟପକ୍ଷରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର  ଏହି ୪ ଦିନରେ ୭,୨୦୦ ଟଙ୍କାରୁ ଅଧିକ କମିଯାଇଛି। ଶୁକ୍ରବାର ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ୨୨ ଓ ୨୪ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୨୨୫୦ ଓ ୨୪୫୦ ଟଙ୍କା ହ୍ରାସ ପାଇଥିଲା। ଫଳରେ ଉଭୟ ଯଥାକ୍ରମେ ୧,୨୫,୯୦୦ ଟଙ୍କା ଏବଂ ୧,୩୭,୩୫୦ ଟଙ୍କାକୁ ଖସି ଆସିଛି। କିଲୋଗ୍ରାମ ପିଛା ରୂପା ୫ ହଜାର ଶସ୍ତା ହୋଇ ୧,୯୫,୦୦୦ ଟଙ୍କାକୁ ଖସି ଆସିଛି। ତେବେ, ଆଜି ଭୁବନେଶ୍ବରରେ ୨୨ ଓ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧୨୫,୬୬୬ ଟଙ୍କା ଓ ୧୩୭,୦୯୦ ଟଙ୍କା ରହିଛି। ଏବଂ ରୂପା କେଜି ପିଛା ୧୭୬,୯୯୦ ଟଙ୍କା ରହିଛି। 

    ALSO READ: Odisha News: କାଳୀପୂଜା ପାଇଁ ସଜେଇ ହୋଇଛି ଭଦ୍ରକ, ୧୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ

     ସୁନା ରୁପା ଧନତେରାସ ଓ ଦୀପାବଳି ସମୟରେ ଭଲ କାରବାର ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ, ଗତବର୍ଷ ତୁଳନାରେ ଚଳିତଥର ଧନତେରସ୍ ରେ ଏବଂ ଦୀପାବଳିରେ  ସୁନା କ୍ରୟ ୩୦ ଶତକଡା ବଢିଛି। ଏହିସମୟରେ  ଦେଶରେ ପାଖାପାଖି ୫୨ ଟନ୍ ସୁନା କିଣିଛନ୍ତି ଦେଶବାସୀ। ଯାହାର ମୂଲ୍ୟ ପାଖାପାଖି ୭୨,୦୦୦ କୋଟି ଟଙ୍କା ହେବ। ଅନ୍ୟପକ୍ଷରେ ରୁପା କ୍ରୟ ବି ୧୦ ପ୍ରତିଶତ ବଢି ୩୦୦ ଟନ୍ ରେ ପହଞ୍ଚିଛି।  ଯାହାର ମୂଲ୍ୟ ପାଖାପାଖି ୫,୪୦୦ କୋଟି ଟଙ୍କା । ଇଣ୍ତିଆନ୍ ବୁଲିୟନ୍ ଆଣ୍ତ ଜ୍ବେଲର୍ସ ଆସୋସିଏସନ୍  ର  ରାଷ୍ଟ୍ରିୟ ସଚିବ କୁହନ୍ତି ଯେ, ଦର ବଢିବା କାରଣରୁ  ଲୋକେ ସୁନା କ୍ରୟ କୁ ସ୍ଥଗିତ ରଖିଥିଲେ। ଏବେ ଦର ହ୍ରାସ ହୋଇଥିବାରୁ ବଜାରରେ ପୁଣି ଚାହିଦା ଫେରୁଛି।

     

    Add Zee News as a Preferred Source
    TAGS:
    Gold Rate