SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

NEET-UG 2026: ନିଟ୍ ୟୁଜି ପେପର୍ ଲିକ୍ ମାମଲା, ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍

NEET-UG 2026: ନିଟ୍ ୟୁଜି ପେପର୍ ଲିକ୍ ମାମଲାରେ ଚାର୍ଜ ଫ୍ରେମ ଘଟଣା। ଏହି ମାମଲାରେ ଦିଲ୍ଲୀର ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଆଜି(ଶନିବାର) ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମସ୍ତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବରେ ଚାର୍ଜ ଫ୍ରେମ କରିଛି ସିବିଆଇ ବୋଲି ଜଣା ପଡି଼ଛି।

Written By Narmada Behera Edited By Narmada Behera
Published: Nov 21, 2026, 20:58 IST | Updated: Nov 21, 2026, 21:03 IST
Image Credit: Representative - Social Media
Join

NEET-UG 2026: ନିଟ୍ ୟୁଜି ପେପର୍ ଲିକ୍ ମାମଲାରେ ଚାର୍ଜ ଫ୍ରେମ ଘଟଣା। ଏହି ମାମଲାରେ ଦିଲ୍ଲୀର ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଆଜି(ଶନିବାର) ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମସ୍ତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବରେ ଚାର୍ଜ ଫ୍ରେମ କରିଛି ସିବିଆଇ ବୋଲି ଜଣା ପଡି଼ଛି।

ସୂଚନା ଅନୁସାରେ,ଜୁଲାଇରେ ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇ ପ୍ରଥମ ଚାର୍ଜ ସିଟ୍ ଦାଖଲ କରିଥିଲା। ସିବିଆଇ ୨୦,୦୦୦ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରିଥିବା ଜଣାପଡିଛି। ପୂର୍ବରୁ, ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପୁଣି ଏହାର ଆଗାମୀ ଶୁଣାଣୀ ନଭେମ୍ବର ୨୫ ତାରିଖରେ ହେବ।

ALSO READ: Vigilance Raid: ଲାଞ୍ଚ ନେଲାବେଳେ ଏନଏସିର MIS ପ୍ରୋଗ୍ରାମରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ,ସେପଟେ,ଭତ୍ତା ହଡ଼ପ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

ALSO READ: Odisha News: SRCଙ୍କ ବଡ଼ ସୂଚନା! ବାତ୍ୟା ପରେ ସ୍ବାଭାବିକ୍ ହୋଇଛି ସ୍ଥିତି ସହ ଚାଲିଛି ଉଦ୍ଧାର କାର୍ଯ୍ୟ...

ଅଗଷ୍ଟ ମାସରେ, ନିଟ୍-ୟୁଜି ୨୦୨୬ ପେପର୍ ଲିକ୍ ମାମଲାର ଶୁଣାଣି ସମୟରେ,ସୁପ୍ରିମକୋର୍ଟ (NTA)ର ପରୀକ୍ଷା ବ୍ୟବସ୍ଥା ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ବିଚାରପତି,ପିଏସ ନରସିଂହ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଥିଲେ ଯେ, ପରୀକ୍ଷା ବ୍ୟବସ୍ଥା କେବଳ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସୀମିତ ହୋଇପାରିବ ନାହିଁ। ଏଥିପାଇଁ ଏକ ଦୃଢ଼ ଏବଂ ସ୍ଥାୟୀ ସାଂସ୍ଥାଗତ ଢାଞ୍ଚା ଜରୁରୀ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES