• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Trains Cancelled: ବାତ୍ୟା 'ଅକଭାନ୍' ପାଇଁ ଏହିସବୁ ରୁଟ୍ ରେ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା

Trains Cancelled: ବାତ୍ୟା 'ଅକଭାନ୍' ପାଇଁ ଏହିସବୁ ରୁଟ୍ ରେ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା

Trains Cancelled: ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ଚଳାଚଳ ରେ ସାମ୍ଭାବ୍ୟ ବିପଦ ଏଡାଇବାକୁ ଅଧିକ ଟ୍ରେନ୍ ବାତିଲ୍, ଗତିପଥ ପରିବର୍ତ୍ତନ ଏବଂ ସମୟ ପୁନଃ ନିର୍ଦ୍ଦାରଣ କରାଯାଇଛି।

Written ByNarmada BeheraEdited ByNarmada Behera
Published: Nov 20, 2026, 08:24 IST|Updated: Nov 20, 2026, 08:28 IST
joinshare
Trains Cancelled: ବାତ୍ୟା 'ଅକଭାନ୍' ପାଇଁ ଏହିସବୁ ରୁଟ୍ ରେ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Cyclone Aqwan: ଜିରୋ କାଜୁଆଲିଟି ଲକ୍ଷ୍ୟରେ ସକ୍ରିୟ ସରକାର,ପୁରୀରେ ବ୍ୟାପକ ପ୍ରସ୍ତୁତି

    Cyclone Aqwan: ଜିରୋ କାଜୁଆଲିଟି ଲକ୍ଷ୍ୟରେ ସକ୍ରିୟ ସରକାର,ପୁରୀରେ ବ୍ୟାପକ ପ୍ରସ୍ତୁତି

    2

    Trains Cancelled: ବାତ୍ୟା 'ଅକଭାନ୍' ପାଇଁ ଏହିସବୁ ରୁଟ୍ ରେ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା

    3

    Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

    4

    Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

    5

    Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Trains Cancelled: ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି  ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ଚଳାଚଳ ରେ ସାମ୍ଭାବ୍ୟ ବିପଦ ଏଡାଇବାକୁ ଅଧିକ ଟ୍ରେନ୍ ବାତିଲ୍, ଗତିପଥ ପରିବର୍ତ୍ତନ ଏବଂ ସମୟ ପୁନଃ ନିର୍ଦ୍ଦାରଣ କରାଯାଇଛି।  ନଭେମ୍ବର ୧୯,୨୦ ଓ ୨୧ ତାରିଖରେ ଚଳାଚଳ କରିବାକୁ ଥିବା ୪୪ ଟି ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ୨୯ଟି ଟ୍ରେନର ଚଳାଚଳ ସମୟ ପୁନଃନିର୍ଦ୍ଦାରଣ କରାଯାଇଛି। 

    ଏଥିସହ ୪ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି। ସୂଚନା ଯୋଗ୍ୟ, ଭୁବନେଶ୍ବର- ବିଶାଖାପାଟଣା ବନ୍ଦେ ଭାରତ ଏକ୍ପପ୍ରେସ୍, ହାଓ୍ବଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍, ଟାଟାନଗର-ବ୍ରହ୍ମପୁର- ବନ୍ଦେ ଭାରତ ଏକ୍ସପ୍ରେସ୍, ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସ୍ କୁ ବାତିଲ୍ କରାଯାଇଛି। ଏଥିସହ  ବିଶାଖାପାଟଣା-ଅମୃତସହର ହୀରାକୁଦ୍ ଏକ୍ସପ୍ରେସ୍ ର ନିର୍ଦ୍ଦାରିତ ଗତିପଥ ବଦଳରେ  ବିଜୟନଗରମ୍ -ରାୟଗଡା-ଟିଟିଲାଗଡ଼ ସମ୍ବଲପୁର ମାର୍ଗକେ ଚଳାଚଳ କରିବ। 

    ALSO READ: Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

    ALSO READ: Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

    ସେହିପରି, ତିନୋଟି ଦୂରଗାମୀ ଏକ୍ସପ୍ରେସ୍  କନ୍ୟାକୁମାରୀ -ଦେବ୍ରିଗଡ ବିବେକ୍ ଏକ୍ସପ୍ରେସ୍ ,ବେଙ୍ଗାଲୁରୁ-ହାଓ୍ବଡା ଦୂରନ୍ତୋ ଏକ୍ସପ୍ରେସ୍  ଏବଂ ସିକନ୍ଦରାବାଦ୍- ହାଓ୍ବଡା ଫଲକନାମା ଏକ୍ସପ୍ରେସ୍  ମଧ୍ୟ ବିକଳ୍ପ ଗତିପଥ  ଦେଇ ଯାତ୍ରା କରିବ। ବାତିଲ୍ ହୋଇଥିବା  ଟ୍ରେନ୍ ଗୁଡିକ ମଧ୍ୟରେ  ବିଭିନ୍ନ ଦୂରଗାମୀ ଏକ୍ସପ୍ରେସ୍, ବନ୍ଦେ ଭାରତ ,ପାସେଞ୍ଜର ଏବଂ ମେମୁ ଟ୍ରେନ୍ ରହିଛି। ଏହି ଟ୍ରେନ୍ ଗୁଡିକ ଓଡି଼ଶାକୁ ପଡ଼ୋଶୀ ରାଜ୍ୟ ଗୁଡିକ ସହ ସଂଯୋଗ କରୁଛି। ବିଶେଷ କରି, ପୁରୀ, ଭୁବନେଶ୍ବର, କଟକ ଓ ବ୍ରହ୍ମପୁରକୁ ଯାତାୟତ କରୁଥିବା ଅନେକ ଟ୍ରେନ୍ ଏହା ଦ୍ବାରା ପ୍ରଭାବିତ ହେବ।  
     

    Add Zee News as a Preferred Source
    TAGS:
    Odia News