• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

Odisha DGP:ଭାରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ବା ଇନଚାର୍ଜ ଡିସିପି ବିନୟତୋଷ ମିଶ୍ର ନଭେମ୍ବର ୩୦ ତାରିଖରେ ଅବସର ନେବେ।

Written ByNarmada BeheraEdited ByNarmada Behera
Published: Nov 20, 2026, 07:24 IST|Updated: Nov 20, 2026, 07:27 IST
joinshare
Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

    Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

    2

    Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

    3

    Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    4

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    5

    ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha DGP:ଭାରପ୍ରାପ୍ତ  ପୁଲିସ୍ ମହାନିର୍ଦ୍ଦେଶକ ବା ଇନଚାର୍ଜ ଡିସିପି ବିନୟତୋଷ ମିଶ୍ର ନଭେମ୍ବର ୩୦ ତାରିଖରେ ଅବସର ନେବେ। ଇନଚାର୍ଜ ଡିଜି ସହ କ୍ରାଇମବ୍ରାଞ୍ଜ ଡିଜି ଦାୟିତ୍ବ ତୁଲାଉଥିବା ବିନୟତୋଷଙ୍କ କାର୍ଯ୍ୟକାଳ ଆଉ ବଢିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।  ଶ୍ରୀ ମିଶ୍ରଙ୍କ ଅବସର ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

    ALSO READ: Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

    ALSO READ: Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

     ବିନିୟତୋଷଙ୍କ ଅବସର ପରେ ରାଜ୍ୟରେ କିଏ ପରବର୍ତ୍ତୀ ଡିଜିପି ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତତକାନୀ ଡିଜିପି ଓ୍ବାଇବି ଖୁରାନିଆ ଗତ ଅଗଷ୍ଟ ୧୬ରେ ଅବସର ନେବା ପରେ  କ୍ରାଇମବ୍ରାଞ୍ଚ ଡିଜି ତଥା ୧୯୯୩ ବ୍ୟାଚ୍ ର ଆଇପିଏସ୍ ଅଫିସର ବିନିୟତୋଷ ମିଶ୍ରଙ୍କୁ ଡିଜିପି ଇନଚାର୍ଜ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରାଇଥିଲେ।  ଅଗଷ୍ଟ ୧୬ ରୁ ଏପର୍ଯ୍ୟନ୍ତ  ସେ ଏହି ଦାୟିତ୍ବରେ ରହି ଆସୁଛନ୍ତି। ରାଜ୍ୟରେ ନିୟମିତ ଡିଜି ନିଯୁକ୍ତି ନେଇ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧିନ ଥିବାରୁ ସରକାର ଅଡୁଆରେ ପଡିଛନ୍ତି।  
     

    Add Zee News as a Preferred Source
    TAGS:
    Odia News