• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

Cyclone Aqwan: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅକଓ୍ବାନ୍ ଆଜି ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଆଜି ସାମୁଦ୍ରିକ ଝଡ଼ ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Written ByNarmada BeheraEdited ByNarmada Behera
Published: Nov 20, 2026, 06:48 IST|Updated: Nov 20, 2026, 06:51 IST
joinshare
Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା
Image Credit: Representative - AI

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

    Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ

    2

    Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା

    3

    Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    4

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    5

    ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ୍‌! ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ..

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Cyclone Aqwan: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅକଓ୍ବାନ୍ ଆଜି ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଆଜି ସାମୁଦ୍ରିକ ଝଡ଼ ଅକଓ୍ବାନ୍ ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପବନର ବେଗ ୭୦ ରୁ ୮୦ କିମି ରେ ବହୁଛି। ଏବଂ କିଛି ସ୍ଥାନରେ ପବନର ଝଟକା ବି ୯୦ କିମି ରହିଛି।

    ALSO READ: Today Horoscope: ଏହି ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ!ରୁହନ୍ତୁ ସତର୍କ, ପଢନ୍ତୁ ଆଜିର ରାଶିଫଳ

    ALSO READ: Cyclone Akvan Update: ବାତ୍ୟା ପାଇଁ ହାଇଆଲର୍ଟରେ ଓଡ଼ିଶା! ୪,୨୦୦ ଗର୍ଭବତୀଙ୍କ ସମେତ ଲକ୍ଷାଧିକ ସ୍ଥାନାନ୍ତର

    କଳିଙ୍ଗପଟନମ୍ (ଆନ୍ଧ୍ର) ଠାରୁ  ପ୍ରାୟ ୧୧୦ କିମି ଦକ୍ଷିଣ ପୂର୍ବରେ,ବିଶାଖାପାଟଣା ଠାରୁ ୧୭୦ କିମି ପୂର୍ବରେ ରହିଛି। ପୁରୀରୁ ୨୫୦ କିମି ଦୂରରେ ରହିଛି ବାତ୍ୟା । ଗୋପାଳପୁରର ଦକ୍ଷିଣକୁ ୧୭୦ କିମି ଦୂରରେ  କେନ୍ଦ୍ରୀଭୂତ ହୋଇଛି। ବାତ୍ୟାଟି ମଧ୍ୟାହ୍ନରେ  ଗୋପାଳପୁର ନିକଟବର୍ତ୍ତୀ ହରିପୁର ଠାରେ ଏହା ତାଣ୍ତବ ରଚିବ। ବାତ୍ୟାର ପ୍ରଭାବକୁ ଦେଖି ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସର୍ବାଧିକ ଗଂଜାମ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୩୮ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

     

    The Severe Cyclonic Storm “Akvan” [Pronunciation: Akvan] over the westcentral Bay of Bengal moved north-northwestwards with the speed of 21 kmph during past 06 hours, weakened into a Cyclonic Storm and lay centered at 0230 hours IST of today, the 20th November, 2026 over the same region, near Latitude 17.7°N and Longitude 84.9°E, about 110 km southeast of Kalingapatnam (Andhra Pradesh), 170 km east of Visakhapatnam (Andhra Pradesh), 170 km south of Gopalpur (Odisha), 250 km south-southwest of Puri (Odisha) and 370 km east-northeast of Narsapur (Andhra Pradesh). It is likely to continue to move north-northwestward and cross North Andhra Pradesh and South Odisha coasts close to Gopalpur, by forenoon of 20th November, 2026 with the maximum sustained wind speed of 70-80 kmph gusting to 90 kmph. Latest Satellite imagery indicates the Land interaction commenced as the sheared cloud mass associated with the Cyclonic Storm “Akvan” entered into north Andhra Pradesh-south Odisha coasts. The system is under continuous surveillance of the Doppler Weather Radar at Visakhapatnam and Gopalpur.

    — India Meteorological Department (@Indiametdept) November 19, 2026

     

    ବାତ୍ୟା କୁ ନେଇ ସମଗ୍ର ଓଡି଼ଶାରେ ହାଇଆଲର୍ଟ ଜାରି କରାଯାଇଛି।  ଏହା ଗୋପାଳପୁର ନିକଟର ଛଳଭାଗ ଛୁଇଁବାର ସମ୍ଭାବନା ରହିଛି। ଗୋଟିଏ ପଟେ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ଲାଗି ତତ୍ପର ଥିବା ବେଳେ ଲ୍ୟାଣ୍ତଫଲ୍ ସମୟରେ ଅକ୍‌ୱାନ୍‌ ଭୀଷଣ ବାତ୍ୟା ନୁହେଁ,  ବରଂ ଦୁର୍ବଳ ହୋଇ ସାଧାରଣ ବାତ୍ୟା ହୋଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି଼ କହିଛି।

    ସେହିପରି, ବାତ୍ୟାଟି ଆହୁରି ଦୁର୍ବଳ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଅବପାତରେ ପରିଣତ ହେବ। ଶେଷରେ  ଏକ ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ଆକଳନ କରାଯାଇଛି। ବିଶେଷକରି, ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି, ପୁରୀ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ  ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି, ଉପକୂଳ ଓ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, କଟକ, ନୟାଗଡ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗୁରୁବାର ଠାରୁ ଆଜି (ଶୁକ୍ରବାର) ଭୋର ୪ଟା ୩୦ ସୁଦ୍ଧା ଗୋପାଳପୁରରେ ୧୬୬ ମିମି ବର୍ଷା ହୋଇଛି।

     

    Add Zee News as a Preferred Source
    TAGS:
    Cyclone Update