• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Durga Puja 2026: ମୁଖ୍ୟମନ୍ତ୍ରୀ ଜଣାଇଲା ଦୁର୍ଗାପୂଜାର ଶୁଭେଚ୍ଛା, ଏଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ

Durga Puja 2026: ମୁଖ୍ୟମନ୍ତ୍ରୀ ଜଣାଇଲା ଦୁର୍ଗାପୂଜାର ଶୁଭେଚ୍ଛା, ଏଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ

Durga Puja 2026: ରାଜ୍ୟରେ ବେଶ୍ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Written ByNarmada BeheraEdited ByNarmada Behera
Published: Oct 19, 2026, 11:12 PM IST|Updated: Oct 19, 2026, 11:16 PM IST
joinshare
Durga Puja 2026: ମୁଖ୍ୟମନ୍ତ୍ରୀ ଜଣାଇଲା ଦୁର୍ଗାପୂଜାର ଶୁଭେଚ୍ଛା, ଏଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ
Image Credit: Durga Puja 2026: ମୁଖ୍ୟମନ୍ତ୍ରୀ ଜଣାଇଲା ଦୁର୍ଗାପୂଜାର ଶୁଭେଚ୍ଛା, ଏଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Durga Puja 2026: ରାଜ୍ୟରେ ବେଶ୍ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା।  ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏକ ଭିଡିଓ ମାଧ୍ୟମରେ ସେ ରାଜ୍ୟବାସୀଙ୍କୁ ଦୁର୍ଗା ପୂଜା ଉପଲକ୍ଷେ ଶୁଭେଚ୍ଛା , ମାଆ ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ। ସମସ୍ତଙ୍କ ମଙ୍ଗଳ ଓ ସୁଖ ସମୃଦ୍ଧି କାମନା କରିଛନ୍ତି। ମାତୃଶକ୍ତିର ଆରାଧାନା  ଆମର ସଂସ୍କୃତି , ସଭ୍ୟତା ଅଙ୍ଗାଙ୍ଗୀ ଭାବେ ଜଡି଼ତ ବୋଲି ସେ କହିଛନ୍ତି।

    ALSO READ: Kotia News: ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା ନେଇ...

    ALSO READ: Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?

    VIDEO | Bhubaneswar: Odisha CM Mohan Charan Majhi extends greetings to the people on the occasion of Durga Puja. (Source: CMO) (Full video available on PTI Videos - https://t.co/d8jp61yd2p) https://t.co/cH1BdFV12E

    — Press Trust of India (@PTI_News) October 19, 2026

     

    ସେପଟେ, ଗତବର୍ଷ ପରି ଚଳିତ ଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ। ଏଥର ପୂଜାକୁ ନିଡାମ୍ବର ଭାବେ ପାଳନ କରିବେ ସିଏମ୍। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି କାରଣରୁ ପୂଜାକୁ ଏପରି ଭାବେ ପାଳନ କରିବାକୁ ସେ ନିସ୍ପତ୍ତି ନେଇଛନ୍ତି। ବିଶେଷକରି, ଚାଷୀଙ୍କ ସମସ୍ୟା ଓ କ୍ଷୟକ୍ଷତି କୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। 
     

    Add Zee News as a Preferred Source
    TAGS:
    Odia News