• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Cyclone Arnab Latest Update:ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ',୩୦ ଯାଏଁ ପର୍ଯ୍ୟଟକଙ୍କୁ ଗଞ୍ଜାମ ବେଳାଭୂମି ମନା

Cyclone Arnab Latest Update:ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ',୩୦ ଯାଏଁ ପର୍ଯ୍ୟଟକଙ୍କୁ ଗଞ୍ଜାମ ବେଳାଭୂମି ମନା

Cyclone Arnab Latest Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ଅର୍ଣ୍ଣବ'। ପାଣିପାଗ ବିଭାଗର ସୂଚନା ଅନୁସାରେ, ଯାହା ଗଭୀର ଅବପାତର ରୂପ ନେଇଛି। ୮ କିମି ବେଗରେ ଯାହା ଉପକୂଳ ଅଞ୍ଚଳକୁ ମାଡି ଆସୁଛି। ଆଜି ରାତି ସୁଦ୍ଧା ଗଭୀର ଅବପାତର ରୂପ ନେବ ବୋଲି ସୂଚନା ମିଳିଛି।

Written ByNarmada BeheraEdited ByNarmada Behera
Published: Oct 26, 2026, 11:56 AM IST|Updated: Oct 26, 2026, 12:00 PM IST
joinshare
Cyclone Arnab Latest Update:ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ',୩୦ ଯାଏଁ ପର୍ଯ୍ୟଟକଙ୍କୁ ଗଞ୍ଜାମ ବେଳାଭୂମି ମନା
Image Credit: ୩୦ ଯାଏଁ ପର୍ଯ୍ୟଟକଙ୍କୁ ଗଞ୍ଜାମ ବେଳାଭୂମି ମନା

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Cyclone Arnab Latest Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ଅର୍ଣ୍ଣବ'। ପାଣିପାଗ ବିଭାଗର ସୂଚନା ଅନୁସାରେ, ଯାହା ଗଭୀର ଅବପାତର ରୂପ ନେଇଛି। ୮ କିମି ବେଗରେ ଯାହା ଉପକୂଳ ଅଞ୍ଚଳକୁ ମାଡି ଆସୁଛି। ଆଜି ରାତି ସୁଦ୍ଧା  ଗଭୀର ଅବପାତର ରୂପ ନେବ ବୋଲି ସୂଚନା ମିଳିଛି। ଯାହା ମଙ୍ଗଳବାର ଦିନ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବୁଧବାର ଦିନ ଅର୍ଥାତ୍ ୨୮ ତାରିଖ ସକାଳ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଯାହା ବିଶାଖାପାଟଣା ଓ ବାଟପଲା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

    ALSO READ: Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା, ୮ ମନ୍ତ୍ରୀଙ୍କୁ ୮ ପ୍ରଭାବିତ ଜିଲ୍ଲା ଦାୟିତ୍ବ, ଦେଖନ୍ତୁ ପୂରା ତାଲିକା

    ALSO READ: Cyclone Update: ସାମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଆସିଲା ବଡ଼ ଅପଡେଟ୍! ଲ୍ୟାଣ୍ତଫଲ୍ ପରେ ଓଡ଼ିଶାରେ...

    ବାତ୍ୟାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏହି ବାତ୍ୟାରେ ବିଶେଷକରି, ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ଗଜପତି, ଗଞ୍ଜାମ, କୋରାପୁଟ୍ ,ମାଲକାନଗିରି ଓ ରାୟଗଡା। ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ପବନ ବଢିବ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ କଡା ନିର୍ଦ୍ଦେଶନାମା ଜାରି କରିଛି। ଆସନ୍ତା ୩୦ ତାରିଖ ଯାଏଁ  ଗଞ୍ଜାମ ଜିଲ୍ଲାର ବେଳାଭୂମିକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଯିବାକୁ ବାରଣ କରାଯାଇଛି । ଗୋପାଳପୁର, ସୁନାପୁରା ସମେତ ଜିଲ୍ଲାର ସବୁ ବେଳା ଭୂମି ପର୍ଯ୍ୟଟକଙ୍କ ପାଇଁ ମନା ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ୍ସ ଜରିଆରେ ସୂଚନା ପ୍ରଦାନ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଭଞ୍ଜନଗର  ଅଗ୍ନିଶମ ବିଭାଗ ପ୍ରସ୍ତୁତ ଥିବା ଜଣାପଡ଼ିଛି।

     

    ⚠️ PUBLIC NOTICE – GANJAM DISTRICT In view of the likelihood of a cyclonic storm over the Bay of Bengal and its possible impact on the South Odisha coast, Gopalpur Sea Beach, Sonapur Sea Beach and

    — Collector & District Magistrate, Ganjam (@Ganjam_Admin) October 25, 2026

     

    ସାମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଆଜି ମୁଣ୍ତୁଳିରୁ ତିନୋଟି ରାଜ୍ୟକୁ ୧୧ ଟି ଟିମ୍ ଯାଇଛି। ଆନ୍ଧ୍ର, ଛତିଶଗଡ ଓ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଏହି ଟିମ୍ ଯାଇଛି। ଛତିଶଗଡ ପାଇଁ ୩ ଓ ଆନ୍ଧ୍ର ପାଇଁ ଚାରୋଟି ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି।  ଓଡ଼ିଶାର୧୪୦ ଜଣଙ୍କୁ ନେଇ ଚାରୋଟି ଚିମ୍ ମୃତୟନ ହୋଇଛି । ଯେଉଁମାନେ ବିଶେଷକରି, ମାଲକାନଗିରି, କୋରାପୁଟ୍ ,ଗଜପତି ଓ ରାୟଗଡା ରେ ମୃତୟନ ହେବେ।    

     

    Add Zee News as a Preferred Source
    TAGS:
    Odia News