• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Kotia Dispute: ବଡ଼ ଆକ୍ସନ୍! କୋଟିଆରେ ଆନ୍ଧ୍ର ବୁଥ୍ ସିଲ୍ କଲା ଓଡ଼ିଶା ପୋଲିସ

Kotia Dispute: ବଡ଼ ଆକ୍ସନ୍! କୋଟିଆରେ ଆନ୍ଧ୍ର ବୁଥ୍ ସିଲ୍ କଲା ଓଡ଼ିଶା ପୋଲିସ

Kotia Dispute: ଆସନ୍ତାକାଲି କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ! ହେଲେ, ତାହା ପୂର୍ବରୁ ଆସିଛି ଏକ ବଡ଼ ଅପଡେଟ୍। କୋଟିଆରେ ଆନ୍ଧ୍ର ବୁଥ୍ ନେରେଡିବାଲସା ଓ ଉପରସେମ୍ବିରେ ଓଡିଶା ପୋଲିସ୍ ସିଲ୍ କରିଥିବା ସୂଚନା ମିଳିଛି।

Written ByNarmada BeheraEdited ByNarmada Behera
Published: Nov 04, 2026, 08:21 PM IST|Updated: Nov 04, 2026, 08:26 PM IST
joinshare
Kotia Dispute: ବଡ଼ ଆକ୍ସନ୍! କୋଟିଆରେ ଆନ୍ଧ୍ର ବୁଥ୍ ସିଲ୍ କଲା ଓଡ଼ିଶା ପୋଲିସ
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Kotia Dispute: ଆସନ୍ତାକାଲି କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ! ହେଲେ, ତାହା ପୂର୍ବରୁ ଆସିଛି ଏକ ବଡ଼ ଅପଡେଟ୍।  କୋଟିଆରେ ଆନ୍ଧ୍ର ବୁଥ୍ ନେରେଡିବାଲସା ଓ ଉପରସେମ୍ବିରେ ଓଡିଶା ପୋଲିସ୍ ସିଲ୍ କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ନେରେଡିବାଲସାରେ ମତଦାନ କେନ୍ଦ୍ର କରିବେ ନାହିଁ ଆନ୍ଧ୍ର ବୋଲି ସୂଚନା ଦେଇଛନ୍ତି ପାର୍ବତୀପୁରମ ଏଡିଏମ୍ ଆର୍‌. ମାଧବୀ। ଏନେଇ କୋରାପୁଟ୍ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ହେବା ପରେ ଆନ୍ଧ୍ର ସରକାର  ଏହି ନିସ୍ପତ୍ତି ନେଇଛନ୍ତି। ସେପଟେ,  ଓଡ଼ିଶା ପୋଲିସ ଆନ୍ଧ୍ର ଚେକ୍ ପୋଷ୍ଟକୁ ନିଜ କବଜ୍ଜାକୁ ନେଇଥିବା ଜଣାପଡିଛି।

    ସେପଟେ,  କୋରାପୁଟ୍ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି ଯେ,ଆନ୍ଧ୍ର ନିର୍ବାଚନ କରିପାରିବ ନାହିଁ କି ଲୋକେ ଭୋଟ ଦେବେ ନାହିଁ। ସମସ୍ତଙ୍କ ସ୍ୱର ଏକ କୋଟିଆ ପାଇଁ। କୋରାପୁଟ - କୋଟିଆ ରେ ଯେଉଁମାନେ ବି ବିଶୃଙ୍ଖଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଓ ପ୍ରଶାସନ ସମେତ ସର୍ବଦଳୀୟ ନେତା ଓ କର୍ମୀ କୋଟିଆ ର ବିଭିନ୍ନ ସ୍ଥାନରେ ଜଗି ରହିଛନ୍ତି। 
     

    ALSO READ: Kotia Issue:ପୁଣି କୋଟିଆ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସେପଟେ ବିଭାଗୀୟ ମନ୍ତ୍ରୀ କହିଲେ...

    ALSO READ: Odisha News: ଓଡ଼ିଶା ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ଅଞ୍ଚଳ, ମାଲକାନଗିରି ଝୁଣ୍ଡାର ୨ଟି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! ସୁର କହିଲେ...

    Add Zee News as a Preferred Source
    TAGS:
    Kotia