• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!

Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!

Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!

Written ByNarmada BeheraEdited ByNarmada Behera
Published: Nov 21, 2026, 15:24 IST|Updated: Nov 21, 2026, 15:29 IST
joinshare
Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!

    Weather Update: ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ!

    2

    Odisha News: ମହିଳା SIଙ୍କ ସନ୍ଦେହ ଜନକ ମୃତ୍ୟୁ, ସରକାରୀ କ୍ବାଟର୍ସରୁ ମିଳିଲା...

    3

    ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି

    4

    Panchuka: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

    5

    HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Weather Update: ବାତ୍ୟା ଅକଭାନ୍ ଯାଉ ଯାଉ ପାଣିପାଗ ବିଭାଗ ଆଉ ଏକ ବଡ଼ ଖବର ଦେଇଛି। ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି। ହେଲେ, ଏହାର ସ୍ଥିତି, ତିବ୍ରତା ଓ ରୂପରେଖ ସ୍ଥିର ହୋଇ ନାହିଁ। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୫ଟି ବାତ୍ୟା ଆସିଥାଏ। ହେଲେ, ଏ ଯାବତ୍ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇସାରିଲାଣୀ। ୧୯୮୭ ପରେ ଆମେ ଏପରି ସ୍ଥିତି ସାମ୍ନା କରିଛୁ ବୋଲି କୁହାଯାଇପାରିବ।


    ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଭୀଷଣ ବାତ୍ୟା  ଅକଭାନର ଅବଶିଷ୍ଟାଂଶ  ଅବା ଦକ୍ଷିଣ  ଉପକୂଳ ଓଡ଼ିଶା ଉପରେ ଥିବା ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ  ଏକ ସାଧାରଣ ଅବପାତରେ ପରିଣତ ହୋଇଛି। ବାତ୍ୟାର ଅବଶିଷ୍ଟାଂଶ କ୍ରମଶଃ ଦୁର୍ବଳ  ହେଲେ ମଧ୍ୟ   ଆଜି ରାଜ୍ୟର କିଛି ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ଏନେଇ ନଜର ରଖିବାକୁ ପରାମର୍ଶ ଜାରି ହୋଇଛି। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ।  ୨୨ ତାରିଖ ପରଠୁ  ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।  କିନ୍ତୁ ୭ ଦିନ ପାଗରେ କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ।   
     

    Add Zee News as a Preferred Source
    TAGS:
    Odia News