SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: ମହିଳା SIଙ୍କ ସନ୍ଦେହ ଜନକ ମୃତ୍ୟୁ, ସରକାରୀ କ୍ବାଟର୍ସରୁ ମିଳିଲା...

Odisha News: ମହିଳା SIଙ୍କ ସନ୍ଦେହ ଜନକ ମୃତ୍ୟୁ, ସରକାରୀ କ୍ବାଟର୍ସରୁ ମିଳିଲା...

Written By Narmada Behera Edited By Narmada Behera
Published: Nov 21, 2026, 14:24 IST | Updated: Nov 21, 2026, 14:28 IST
Image Credit: Representative - Social Media
Join

Odisha News: ମହିଳା ସବ୍-ଇନ୍ସପେକ୍ଟଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ,ଏସଆଇ ପ୍ରଭାସିନୀ ସାହୁ।  ଥାନା ପରିସରରେ ଥିବା କ୍ବାର୍ଟସ୍ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।  ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ଥାନା କ୍ବାଟର୍ସରୁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ  ରହିଛି। ଏହା ପାରିବାରିକ କଳହ ପାଇଁ ସେ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି। ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ ହୋଇଛି। 
 

ALSO READ: Cyclone Aqwan: ଜିରୋ କାଜୁଆଲିଟି ଲକ୍ଷ୍ୟରେ ସକ୍ରିୟ ସରକାର,ପୁରୀରେ ବ୍ୟାପକ ପ୍ରସ୍ତୁତି

ALSO READ: Lakshmi Narayan Rajyoga 2026: ଧନତେରାସରେ ପଡିଛି ଲକ୍ଷ୍ମୀ ନାରାୟଣ ରାଜଯୋଗ, ମାଲେମାଲ୍ ହେବେ ଏହିସବୁ ରାଶି!

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES