Viral Video: ନିଜ ଅଭିନୟ ମାଧ୍ୟମରେ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତ୍ରୀ ଡେଜି ଏବଂ ଶଙ୍କର । ଉଭୟଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ଦେଖନ୍ତୁ ଏହି ରିଲ୍ ଯାହା ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।