Viral Video: ଦଶହରା ଓ ରାବଣ ପୋଡ଼ି ଉତ୍ସବରେ ଦେଖିବାକୁ ମିଳିଛି ନବୀନ ପଟ୍ଟନାୟକଙ୍କ କ୍ରେଜ୍। ଗୋଶାଳାରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ‘ହେ ନବୀନ ବାବୁ’ ଗୀତର ତାଳେ ଝୁମିଛନ୍ତି ଦର୍ଶକ। ଗୀତଟି ବାଜିବା ମାତ୍ରେ ଉତ୍ସବସ୍ଥଳରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।