Pramila Mallik: ଛାତ୍ର ସଂସଦ ନିର୍ବାଚନରେ ଯାଜପୁର ବରୁଣେଶ୍ବର କଲେଜରେ ବିସିଜେଡିର ବାଜିମାତ୍ ପରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ,ଏହାରି ଭିତରେ ପ୍ରମିଳା ମଲ୍ଲିକ୍ ଙ୍କ ଡାନ୍ସ ବି ଭାଇରାଲ୍ ହୋଇଛି। ଦେଖନ୍ତୁ...