Viral Video: ଦୀର୍ଘ ୪୪ ବର୍ଷ ପରେ ଭାରତୀୟ ମହିଳା ହକି ଟିମ୍ କୁ ମିଳିଛି ବଡ ସଫଳତା । ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ଖେଳାଳି । ଦେଖନ୍ତୁ ବିଜେତା ହେବା ପରେ କିପରି ଖୁସିରେ ନାଚୁଛନ୍ତି ଖେଳାଳିମାନେ ।