Viral Video: ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଥାନ୍ତି ପ୍ରିୟଙ୍କା ସନମ । ତାଙ୍କର ପ୍ରତିଟି ଭିଡିଓ ଖୁବ ଲୋକପ୍ରିୟତା ହାସଲ କରିଥାଏ ଉଭୟ ଇନଷ୍ଟା ଏବଂ ଫେସବୁକରେ । ନିକଟରେ ପ୍ରିୟଙ୍କା ଏହି ରିଲ୍ ସୁଟ୍ କରି ଅପଲୋଡ୍ କରିଛନ୍ତି ।