Viral Video: ସୋସିଆଲ ମିଡିଆରେ ଅତି ପରିଚିତ ନାଁ ଇନଷ୍ଟା ଗର୍ଲ ତେଜୁ । ଆପଣଙ୍କୁ କହିରଖୁଛୁ ଯେ, ତେଜୁଙ୍କ ପୂରା ନାମ ତେଜସ୍ୱିନୀ ନାୟକ । ଇନଷ୍ଟାଗ୍ରାମରେ ଅନେକ ଗୁଡିଏ ରିଲ୍ ଭାଇରାଲ୍ ହେବା ପରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ ତେଜୁ । ନିକଟରେ ତେଜୁଙ୍କ ଏହି ରିଲ୍ ଖୁବ ଭାଇରାଲ୍ ହୋଇଛି ।