Viral Video: ନିଜର ନିଆରା ଲୁକ୍ ଏବଂ ଏକ୍ସପ୍ରେସନ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛନ୍ତି ଇଶ୍ୱରୀ ପଣ୍ଡା । ତେବେ ଇଶ୍ୱରୀଙ୍କ ଅନେକ ରିଲ୍ ଖୁବ ଭାଇରାଲ୍ ହୋଇଛି । କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ ଆପଣ ପୂର୍ବରୁ ଇଶ୍ୱରୀଙ୍କ ନୃତ୍ୟ ଦେଖିସାରିଛନ୍ତି । ନିକଟରେ ଏକ ମ୍ୟୁଜିକ୍ ଭିଡିଓ ସୁଟିଂ ସେଟ୍ ରୁ ଇଶ୍ୱରୀଙ୍କ ଏହି ରିଲ୍ ଖୁବ ଭାଇରାଲ୍ ହୋଇଛି ।