Viral Video: ଅଭିନେତା ବବି ମିଶ୍ର ପ୍ରଥମେ ଆଲବମ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବା ପରେ ସିନେମା ଜଗତରେ ପାଦ ଦେଇଥିଲେ । ବବି ମିଶ୍ର ଉଭୟ ନୃତ୍ୟ ଏବଂ ଅଭିନୟ ମାଧ୍ୟମରେ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ଫୁରସତ ମିଳିଲେ ବବି ମିଶ୍ର ଗୀତ ମଧ୍ୟ ଗାଆନ୍ତି । ଶୁଣନ୍ତୁ ବବି ମିଶ୍ରଙ୍କ କଣ୍ଠରୁ ଏହି ଗୀତଟି ।